ତାଜା ଖବର ଲଗାଣ ବର୍ଷା ପାଇଁ ଗଞ୍ଜାମ, ଗଜପତି, କଟକ, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାର ଜିଲ୍ଲାପାଳ October 24, 2019 ')}
ତାଜା ଖବର ଆସିଲା ଦ୍ୱାଦଶ ରାଉଣ୍ଡ ଫଳାଫଳ । ବିଜେଡି (ରୀତା ସାହୁ) ୫୫୩୪ – ୮୨୮୯୩ ବିଜେପି (ସନତ ଗଡତିଆ) ୧୯୯୪ – ୨୩୨୨୭ କଂଗ୍ରେସ (ଦିଲ୍ଲୀପ ପଣ୍ଡା) ୩୪୮ – ୩୪୨୨ । ବିଜେଡି ୫୯,୬୬୬ ଭୋଟରେ ଆଗୁଆ । October 24, 2019 ')}
ତାଜା ଖବର ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଓଡିଶା ପୋଲିସର ବ୍ଲୁ ପ୍ରିଣ୍ଟ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷକୁ ନିପାତ କରିବାକୁ ଲକ୍ଷ୍ୟ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୬୨୭ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛି ଓଡ଼ିଶା ପୋଲିସ । ସମସ୍ତ ଜିଲ୍ଲାର ଏସପି ଓ ତଦନ୍ତକାରୀ ସଂସ୍ଥାମାନଙ୍କୁ ଆଲର୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଡିଜିପି । October 24, 2019 ')}
ତାଜା ଖବର ଭଦ୍ରକ : ନାଳରେ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ବନ୍ଧଟିଆ ଗାଁର ରବୀନ୍ଦ୍ର ବେହେରା । ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ପାଣିରେ ଭାସିଯାଇଥିଲେ । October 23, 2019 ')}
ତାଜା ଖବର ବାଲେଶ୍ୱର: ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସର୍ବେଶ୍ୱର ସେନାପତିଙ୍କ ଘରେ ଚଢ଼ଉ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭାବନ ସମେତ ୫ଟି ସ୍ଥାନରେ ଚଢ଼ଉ । October 23, 2019 ')}
ତାଜା ଖବର ଢେଙ୍କାନାଳ : କାମାକ୍ଷାନଗର ଭାଲୁମୁଣ୍ଡା ଗାଁରେ ବିଦ୍ୟୁତ କାଟକୁ ନେଇ ମରଣାତ୍ମକ ଆକ୍ରମଣ । ଆକ୍ରମଣର ଶିକାର ହେଲେ ମାଆ ଓ ପୁଅ । ମାଆ ରମା ପଧାନ ଓ ପୁଅ ନବିନା ପ୍ରଧାନ ଗୁରୁତର । October 23, 2019 ')}
ତାଜା ଖବର ଯାଜପୁର : ହରିଦାସପୁର PEO ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ଦାବିରେ ପାଣିକୋଇଲି ସ୍ଥିତ ଏସ.ପି ଅଫିସ୍ ଘେରାଉ । October 23, 2019 ')}
ତାଜା ଖବର ଘଟଗାଁ : ନୁସୁରିପସି ଗାଁରେ ଟ୍ରାକ୍ଟର ଚାପି ହୋଇ ମହିଳା ମୃତ । ମୃତକ ହେଲେ ନୁସୁରିପସି ଗାଁର ମୀନା ମୁଣ୍ଡା । କାମ କରୁଥିବା ସମୟରେ ଚଢି ଯାଇଥିଲା ଟ୍ରାକ୍ଟର । ଟ୍ରାକ୍ଟର ଡ୍ରାଇଭର ଫେରାର । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । October 23, 2019 ')}
ତାଜା ଖବର ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ୍ । ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍ । ଇକୋ ଟୁରିଜିମକୁ ସର୍ବାଧିକ ଗୁରୁତ୍ୱ । ୯ଟି ସର୍କିଟ ସହ ୧୩ ଡେଷ୍ଟିନେସନର ବିକାଶ । ଡିସେମ୍ୱର ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ । ୬ଟି ସହରରେ ଡୋମେଷ୍ଟିକ ରୋଡ୍ ପାଇଁ ନିଷ୍ପତ୍ତି । ପର୍ଯ୍ୟଟନ ଉପଦେଷ୍ଟା ବୈଠକ ପରେ ପର୍ଯ୍ୟଟନ ସଚିବଙ୍କ ସୂଚନା । October 23, 2019 ')}
ତାଜା ଖବର ରାଉରକେଲା ବନଖଣ୍ଡ ଅନ୍ତର୍ଗତ ଲାଠିକଟା, ଟିମଯୋର, ତୋପାଡିହିରେ ୧୮ ଜଣିଆ ହାତୀପଲ । ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି । October 23, 2019 ')}