ତାଜା ଖବର ଭୁବନେଶ୍ୱର : ରାଜ୍ୟ ମାନବଧିକାର କମିଶନଙ୍କ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ । ମୁଖ୍ୟ ଅତିଥିଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। SHRC ଜଷ୍ଟିସ ବିପି ଦାଶ ଅଧକ୍ଷତା କରୁଛନ୍ତି । ଏବର୍ଷ ଡିସେମ୍ବର ସୁଧା ୩୦୦୨ଟି ମାମଲା ରୁଜୁ ହୋଇଥିବା ବେଳେ ବର୍ଷକ ମଧ୍ୟରେ ୬୧୪୪ ମାମଲାର ଶୁଣାଣି କରିଛନ୍ତି କମିଶନ । December 10, 2019
ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଛେଦକୁ ନେଇ ରାଜନୀତି । କଂଗ୍ରେସ ଓ ବିଜେପି ନେତାଙ୍କ ସମେତ ଏକାମ୍ର ସାଂସ୍କୃତିକ ପରିଷଦର ବିକ୍ଷୋଭ ପ୍ରଦର୍ଶନ । ଲିଙ୍ଗରାଜ ଥାନା ସମ୍ମୁଖରେ ଧାରଣା । ଥଇଥାନ ପରେ ଉଛେଦ ଦାବି । ଉଛେଦ ନାମରେ ପୁରୁଣା ଭୁବନେଶ୍ୱରର ବ୍ୟବସାୟୀ ମାନଙ୍କୁ ହଇରାଣ ଅଭିଯୋଗ । December 10, 2019
ତାଜା ଖବର ଭୁବନେଶ୍ୱର : ୨୦୧୫ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ପଣ୍ଡାପାର୍କ ବସ୍ତିରେ ନାବାଳିକାକୁ ଦୁର୍ଷ୍କମ ଘଟଣା । ଅଭିଯୁକ୍ତ ସଞ୍ଜୟ ନାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଏଡିଜେ-୪ ତଥା ପୋକସୋ କୋର୍ଟ। ୧୦ ବର୍ଷ ଜେଲ ଦଣ୍ଡ ସହିତ ୨୦ ହଜାର ଟଙ୍କା ଫାଇନ, ଅନାଦେୟ ୬ ମାସ ଜେଲ ଦଣ୍ଡ । December 10, 2019
ତାଜା ଖବର ବଲାଙ୍ଗିର: ଭିଜିଲାନ୍ସ ଜାଲରେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ବଲାଙ୍ଗିର ରାଜୀବ ନଗର ପୈତୃକ ଘର, କେସିଙ୍ଗା କାର୍ଯ୍ୟାଳୟରେ ରେଡ୍ । December 10, 2019
ତାଜା ଖବର ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜିରୋ ହାୱାର ନୋଟିସ୍ । ଶୀର୍ଷକ ‘ବିଶ୍ୱ ଭୋକିଲା ତାଲିକାରେ ଭାରତର ସ୍ଥିତି ଚିନ୍ତାଜନକ’ । December 10, 2019
ତାଜା ଖବର ଧର୍ମଗଡ଼: କୋକସରା ବ୍ଲକ ଇନ୍ଦିରାବତୀ ଉଚ୍ଚବିଦ୍ୟାଳରେ ଶିକ୍ଷକ ନିଯୁକ୍ତି ଦାବି । କୁସୁମଖୁଣ୍ଟିରେ ଜାତୀୟ ରାଜପଥ-୨୬ ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅବିଭାବକ । ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍ । December 10, 2019
ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଛେଦକୁ ବିରୋଧ । ଲିଙ୍ଗରାଜ ମନ୍ଦିର ଚାରିପଟେ ରାସ୍ତା ଅବରୋଧ କଲେ ବିକ୍ଷୋଭକାରୀ । December 10, 2019
ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଛେଦକୁ ନେଇ ରାଜନୀତି । କଂଗ୍ରେସ ଓ ବିଜେପି ନେତାଙ୍କ ସମେତ ଏକାମ୍ର ସାଂସ୍କୃତିକ ପରିଷଦର ବିକ୍ଷୋଭ ପ୍ରଦର୍ଶନ । ଲିଙ୍ଗରାଜ ଥାନା ସମ୍ମୁଖରେ ଧାରଣା । ଥଇଥାନ ପରେ ଉଛେଦ ଦାବି । ଉଛେଦ ନାମରେ ପୁରୁଣା ଭୁବନେଶ୍ୱରର ବ୍ୟବସାୟୀ ମାନଙ୍କୁ ହଇରାଣ ଅଭିଯୋଗ । December 10, 2019
ତାଜା ଖବର ବାଲିଗୁଡ଼ା: ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ହତ୍ୟା ଘଟଣା । ସନ୍ଦେହରେ ୪ ଭାଇ ବିଶ୍ୱନାଥ, ଗୋପାଳ, ରାମ ଓ ଶ୍ୟାମ ସୁନ୍ଦର ପାତ୍ରଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଜଗନ୍ନାଥ ମନ୍ଦିର ମାର୍କେଟ କମ୍ପ୍ଲେକ୍ସକୁ ନେଇ ପୂର୍ବ ଶତ୍ରୁତା ଥିବା ସୂଚନା । December 10, 2019
ତାଜା ଖବର ଧର୍ମଗଡ଼: କୋକସରା ବ୍ଲକ ଇନ୍ଦିରାବତୀ ଉଚ୍ଚବିଦ୍ୟାଳରେ ଶିକ୍ଷକ ନିଯୁକ୍ତି ଦାବି । କୁସୁମଖୁଣ୍ଟିରେ ଜାତୀୟ ରାଜପଥ-୨୬ ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅବିଭାବକ । ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍ । December 10, 2019