ବିଏସଏନଏଲର ନୂଆ ପ୍ରିପେଡ଼ ପ୍ଲାନ, ୧୬୯୯ ଟଙ୍କାରେ ୪୨୫ ଦିନର ଭ୍ୟାଲିଡିଟି

1 min read

ଭାରତ ସଞ୍ଚାର ନିଗମ ଲିମିଟେଡ଼୍ (ବିଏସଏନଏଲ) ଏବେ ନୂଆ ପ୍ରିପେଡ଼ ପ୍ଲାନ ଆରମ୍ଭ କରିଛି । ଆଗରୁ ଏହି ପ୍ଲାନଟି ର ଅବଧି ୩୬୫ ଦିନ ଥିବା ବେଳେ ଏବେ ଏହାକୁ ୬୦ଦିନ ବଢ଼ାଇ ୪୨୫ ଦିନ କରାଯାଇଛି ।

୧୬୯୯ ଟଙ୍କାରେ ପ୍ରତିଦିନ ୨ ଜିବି ପ୍ରତିଦିନ ଡାଟା, ୧୦୦ ଏସ୍ ଏମ୍ଏସ୍ ଆଉ ଅନଲିମିଟେଡ଼ ଭଏସ୍ କଲ୍ ( ଦିନକୁ ୨୫୦ ମିନିଟ୍) ମିଳିବ ।

କିନ୍ତୁ ନଭେମ୍ବର ୩୦ ଭିତରେ ରିଚାର୍ଜ କଲେ ୟୁଜର ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିକ ୧ ଜିବି ଲେଖାଏଁ ଡାଟା ପାଇବେ । ଜାନୁଆରୀ ପହିଲାରୁ ଏହି ପ୍ଲାନରେ ୨ ଜିବି ଲେଖାଏଁ ଡାଟା ମିଳିବ ।

Image result for bsnl ')}

Leave a Reply