Skip to content
ପୁରୀ: ସ୍ଥାନୀୟ ଏକ ହୋଟେଲ ଉପରେ ବୋମା ମାଡ଼ । ଅଠରନଳା ଉପରେ ଥିବା ହୋଟେଲ ଉପରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବିଶେଷ କ୍ଷୟକ୍ଷତି ହୋଇନାହିଁ । କେହିଁ ଆହତ ହୋଇଥିବା ନେଇ ମଧ୍ୟ କୌଣସି ଖବର ହସ୍ତଗତ ହୋଇନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ।
