LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7800
ଘଟଗାଁ : ନୁସୁରିପସି ଗାଁରେ ଟ୍ରାକ୍ଟର ଚାପି ହୋଇ ମହିଳା ମୃତ । ମୃତକ ହେଲେ ନୁସୁରିପସି ଗାଁର ମୀନା ମୁଣ୍ଡା । କାମ କରୁଥିବା ସମୟରେ ଚଢି ଯାଇଥିଲା ଟ୍ରାକ୍ଟର । ଟ୍ରାକ୍ଟର ଡ୍ରାଇଭର ଫେରାର । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।
ତାଜା ଖବର
sitakanta dash
-
October 23, 2019
0
ଢେଙ୍କାନାଳ : କାମାକ୍ଷାନଗର ଭାଲୁମୁଣ୍ଡା ଗାଁରେ ବିଦ୍ୟୁତ କାଟକୁ ନେଇ ମରଣାତ୍ମକ ଆକ୍ରମଣ । ଆକ୍ରମଣର ଶିକାର ହେଲେ ମାଆ ଓ ପୁଅ । ମାଆ ରମା ପଧାନ ଓ ପୁଅ ନବିନା ପ୍ରଧାନ ଗୁରୁତର ।
ତାଜା ଖବର
sitakanta dash
-
October 23, 2019
0
ଭଦ୍ରକ : ନାଳରେ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ବନ୍ଧଟିଆ ଗାଁର ରବୀନ୍ଦ୍ର ବେହେରା । ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ପାଣିରେ ଭାସିଯାଇଥିଲେ ।
ତାଜା ଖବର
sitakanta dash
-
October 23, 2019
0
ମାଲକାନଗିରି: MV-33 ଗାଁରେ ଖାପ୍ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର । ୨ ମୃତ, ୬ ଗୁରୁତର । ମୃତକ ହେଉଛନ୍ତି ଗାଁର ଜଣେ ମହିଳା ଓ ଜଣେ ପୁରୁଷ । ଘଟଣାର ତଦନ୍ତ କରୁଛି ପୋଲିସ ।
ତାଜା ଖବର
sitakanta dash
-
October 23, 2019
0
ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି । ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବ୍ୟବସ୍ଥା । ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ ।
ତାଜା ଖବର
sitakanta dash
-
October 23, 2019
0
କେବିସି ହଟ୍ ସିଟରେ ପ୍ରଥମ ଓଡ଼ିଆ ମହିଳା ଆଥଲେଟ୍ ଦୂତୀ
ଓଡ଼ିଶା
ଖେଳ
ମୁଖ୍ୟ ଖବର
Nandighosha Tv
-
October 23, 2019
0
ବିଶ୍ୱ ମାନଚିତ୍ରରେ ଓଡ଼ିଶା ଏବେ ବ୍ରାଣ୍ଡେଡ୍ ସ୍ପୋର୍ଟ୍ସ ହବ୍
ଓଡ଼ିଶା
ଖେଳ
ମୁଖ୍ୟ ଖବର
Dhananjaya das
-
October 23, 2019
0
ଖଣି କାରବାରରେ ଖାକି ଲିଙ୍କ୍
ଓଡ଼ିଶା
Nandighosha Tv
-
October 22, 2019
0
ଭୂରିଭୋଜନକୁ ମନା
ଓଡ଼ିଶା
Nandighosha Tv
-
October 22, 2019
0
ଦୁର୍ବଳ ହାତ ଶକ୍ତ ପାଇଁ କଣ ରହିଛି ଫର୍ମୁଲା ?
ରାଜନୀତି
ସ୍ୱତନ୍ତ୍ର
Dhananjaya das
-
October 22, 2019
0
1
...
7,799
7,800
7,801
...
7,838
Page 7,800 of 7,838