LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Home
Blog
Page 7645
ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଘରକୁ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । କଟକ ଗୋଦିସାହି ଇଲେକ୍ଟ୍ରି ସେକ୍ସନ୍ର ଜୁନିୟର ଇଞ୍ଜିନିୟର ଭବାନୀ ।
ତାଜା ଖବର
Nandighosha Tv
-
November 22, 2019
0
ବ୍ରହ୍ମପୁର: ଯୁବକଙ୍କୁ ହତ୍ୟା । ଖଲ୍ଳିକୋଟ ଥାନା ଅନ୍ତର୍ଗତ କେଶପୁରଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଯୁବକଙ୍କୁ ପିଟିପିଟି ମାରିଦେଲେ ୩ରୁ୪ ଦୁର୍ବୃତ୍ତ । ମୃତକ ରାମଚନ୍ଦ୍ରପୁର ଗାଁର କଙ୍ଗା ପାହାନ ।
ତାଜା ଖବର
Nandighosha Tv
-
November 22, 2019
0
ଉତ୍ତରପ୍ରଦେଶ: ୬ ପୋଲିସ କର୍ମଚାରୀ ନିଲମ୍ବିତ । ଲକ୍ଷ୍ନୌରେ ଜଣେ ଅପରାଧୀଙ୍କ ସହ ପାର୍ଟି କରୁଥିବା ବେଳେ ଧରାପଡ଼ିବାପରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ।
ତାଜା ଖବର
Nandighosha Tv
-
November 22, 2019
0
କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ ଟ୍ରଲର ସହ ୨୦ ଜଣ ମତ୍ସ୍ୟଜୀବୀ ଗିରଫ । ୫୦ କ୍ୱିଣ୍ଟାଲ ମାଛ ସହ ୧୦ଟି ଜାଲ ଜବତ ।
ତାଜା ଖବର
Nandighosha Tv
-
November 22, 2019
0
ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି।
ତାଜା ଖବର
Nandighosha Tv
-
November 22, 2019
0
ଆସିକା: ଗଞ୍ଜେଇ ଚାଷ ହେଉଥିବା ଧରାକୋଟ ଓ ବଡ଼ଗଡ଼ ସୀମାନ୍ତର ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ। ଏହାକୁ ନେଇ ଆଦିବାସୀମାନଙ୍କ ବିରୋଧ । ଗଛ କାଟି ରାସ୍ତା ଅବରୋଧ କଲେ ଆଦିବାସୀ । ବଡ଼ଗଡ଼ ଥାନା ଖଜୁରୀପଦା ଗାଁ ରେ ପୋଲିସ ଅବକାରୀ ବିଭାଗ ଗଂଜେଇ ଚାଷ ନଷ୍ଟ ବେଳେ ଆଦିବାସୀ-ପୋଲିସ ମୁହାଁ ମୁହିଁ । ବୁଝାସୁଝା ପରେ ପୁଣି ଆରମ୍ଭ ହେଲା ଗଞ୍ଜେଇ ଗଛ କଟା
ତାଜା ଖବର
Nandighosha Tv
-
November 22, 2019
0
ଭୁବନେଶ୍ୱର : ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଓଡ଼ିଶାର ୬ଟି ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ୬୯୪ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର।
ତାଜା ଖବର
Nandighosha Tv
-
November 22, 2019
0
ଭୁବନେଶ୍ୱର : ମୋଟ୍ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ଅଛି। ପଞ୍ଚାୟତ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି। ବାକିସବୁର ଯାଞ୍ଚ ଚାଲିଛି। ରିପୋର୍ଟ ଆସିଲେ ମରାମତି କରାଯିବ ବୋଲି ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ।
ତାଜା ଖବର
Nandighosha Tv
-
November 22, 2019
0
ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC/ ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି।
ତାଜା ଖବର
Nandighosha Tv
-
November 22, 2019
0
ଗୁଣୁପୁର : ଗୁଡାରି ଦଣ୍ଡାସି ସାହିର ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର। ସ୍ଥାନୀୟ ଜଣେ ବ୍ୟକ୍ତି ଏହି ଶିଶୁପୁତ୍ରକୁ ଦେଖି ଗୁଡ଼ାରି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ପହାଞ୍ଚାଇଥିଲେ। ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି । ପୋଲିସ୍ ଏନେଇ ତଦନ୍ତ କରୁଥିବା ଜଣାପଡିଛି।
ତାଜା ଖବର
Nandighosha Tv
-
November 22, 2019
0
1
...
7,644
7,645
7,646
...
7,826
Page 7,645 of 7,826