spot_img

sitakanta dash

15279 POSTS

Exclusive articles:

ଇମର୍ଜିଂ ଏସିଆ କପ୍: ଫାଇନାଲରେ ଭାରତକୁ ହରାଇ ଦ୍ୱିତୀୟଥର ପାଇଁ ଟାଇଟଲ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ୍ ଜିତିବାର ଭାରତ-ଏ ର ସ୍ୱପ୍ନ ଭାଙ୍ଗିଯାଇଛି । ଭାରତୀୟ ଟିମକୁ ଫାଇନାଲରେ ପାକିସ୍ତାନ-ଏଠୁ ୧୨୮ ରନରେ ପରାଜୟ ମିଳିଛି । ଲଗାତାର ଦ୍ୱିତୀୟଥର ପାଇଁ ପାକିସ୍ତାନ ଟାଇଟଲ୍...

କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପୁରୀ: କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତାକାଲି ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ ।...

କଂଗ୍ରେସରୁ ବହିଷ୍କୃତ ନାରାୟଣଙ୍କ ସାଂଘାତିକ ଅଭିଯୋଗ, ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ଡିଲ୍ କରିଛନ୍ତି ଶରତ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନର ପ୍ରତିବାଦ କରି କଂଗ୍ରେସରୁ ବହିଷ୍କାର ହୋଇଥିବା ନାରାୟଣ ଯେନା ପିସିସି ସଭାପତିଙ୍କ ଅନୈତିକ କାରବାର ନେଇ ଅଭିଯୋଗ କରିଛନ୍ତି । ଆଜି ଏକ ସାମ୍ବାଦିକ...

ଗତ ୧୬ ତାରିଖରେ ହୋଇଥିବା JE ସିଭିଲ ମେନ୍ ପରୀକ୍ଷା ରଦ୍ଦ

ଭୁବନେଶ୍ୱର: ରଦ୍ଦ ହେଲା କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ଲିଖିତ ପରୀକ୍ଷା-୨୦୨୨ । ପରୀକ୍ଷା ରଦ୍ଦ ନେଇ ଓଏସଏସସି ପକ୍ଷରୁ ସୂଚନା । ବାଲେଶ୍ବର ଏସପି ସାଗରିକା ନାଥଙ୍କ ରିପୋର୍ଟ ଆଧାରରେ ରଦ୍ଦ...

ରାଜ୍ୟରେ ବର୍ଷାରେ ଲାଗିବନି ବ୍ରେକ୍, ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ବର୍ଷାରେ ଲାଗିବନି ବ୍ରେକ୍ । ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଆସନ୍ତା କାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି...

Breaking

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୪ ପାଇଲଟ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ମଝି ଆକାଶରେ ଅଘଟଣ । ପରସ୍ପରକୁ ଧକ୍କା...

ମାର୍କେଟକୁ ଆସିଗଲା APPlE ର iPhone Duo; କମ୍ପାନୀର ସର୍ତ୍ତ ବଢ଼ାଇଲା ଗ୍ରାହକଙ୍କ ଟେନସନ୍

ନନ୍ଦିଘୋଷ ବ୍ୟୁରୋ: ଆପଣ ଆଇ-ଫୋନ କିଣିବାକୁ ଚାହୁଁଛନ୍ତି କି ? ଆଉ...

‘ଅଗ୍ନି-୬’ ମିସାଇଲର ଝଲକରେ ଥରିଲା ଡ୍ରାଗନ୍, ଭାରତର ବ୍ରହ୍ମାସ୍ତ୍ରକୁ ନେଇ ହଇଚଇ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା କ୍ଷମତାକୁ ନେଇ ଆସିଥିବା ମହାବିସ୍ଫୋରକ ଖବର...

ଚୁଲିକୁ ଗଲାଣି ରାଜ୍ୟର ଆଇନଶୃଙ୍ଖଳା! ସୀମା ପାର ନାରୀ ନିର୍ଯାତନା

ନନ୍ଦିଘୋଷ ବ୍ୟୁରୋ: ପାତାଳକୁ ଗତି କରିଛି ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ।...