spot_img

Santosh Reddy

213 POSTS

Exclusive articles:

ଡାଏରୀରେ ଥିବା ଅକ୍ଷର ଆଦିତ୍ୟଙ୍କର, ଶେଷ ପୋଷ୍ଟ ବାବଦରେ ଫେସବୁକକୁ ତଥ୍ୟ ମାଗିଲା ଜିଆରପି

ଭୁବନେଶ୍ୱର : ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋର ରିପୋର୍ଟ ଆସିବା ପରେ ଆଦିତ୍ୟ ନିଜେ ନିଜ ଡାଏରୀରେ ଲେଖିଥିବା କଥା ସ୍ପଷ୍ଟ ହୋଇଛି । ହ୍ୟାଣ୍ଟ ରାଇଟିଂ ବ୍ୟୁରୋ ଆଦିତ୍ୟଙ୍କ ପୁରୁଣା ହସ୍ତାକ୍ଷର ସହ...

ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି । ୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧.....

Breaking

ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ

ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ...

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ତାଳଚେରରେ AQI ୨୫୦ ରେ...

ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଇଣ୍ଟରନେଟ ସେବା ବନ୍ଦ

ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଅଞ୍ଚଳରେ ବଳବତ୍ତର ରହିଛି ୧୬୩...

ବିନା ଲାଇସେନ୍ସରେ ଚାଲିଥିଲା ବେଆଇନ ଔଷଧ ଦୋକାନ: ପର୍ଦ୍ଦାଫାସ କଲା ଡ୍ରଗ୍ସ ସ୍କ୍ବାଡ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ମଝିରେ ବିନା ଲାଇସେନ୍ସ ରେ ବେଧଡକ...