spot_img

Nitu

3250 POSTS

Exclusive articles:

ଓଡ଼ିଆଣୀ ବେଶରେ ସଜେଇ ହେବେ ଶ୍ରୀରାଧା, ଚଳଚଞ୍ଚଳ ଶ୍ରୀଗୋପାଳଜୀଉଙ୍କ ପୀଠ

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଉତ୍ସବମୁଖର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଗୋପାଳଜୀଉଙ୍କ ପୀଠ । ଓଡ଼ିଆଣୀ ବେଶରେ ସଜେଇ ହେବେ...

ଆସନ୍ତା ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେ...

ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ, ସେମି ଟିକେଟ ପାଇଁ ଆଡିଲେଡିରେ କସରତ

ସିଡନୀ: ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲଦେଶ । ଆଡିଲେଡରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ଦିନ ୧.୩୦ ମିନିଟରେ ଏହି ମ୍ୟାଚ ଖେଳାଯିବ । ଉଭୟ...

ଗୁରୁବାର ସକାଳ ସାତରୁ ଧାମନଗର ପାଇଁ ପଡିବ ଭୋଟ

ଧାମନଗର: କିଏ ଜିତିବ ଧାମନଗର ବ୍ୟାଟେଲ । ମତଦାନ ପାଇଁ ସଜବାଜ ହେଉଛନ୍ତି ଧାମନଗରବାସୀ । କାହାକୁ ସମର୍ଥନ କରିବେ ଭୋଟର । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ...

ଏନକାଉଣ୍ଟରରେ ଏଲଇଟି କମାଣ୍ଡର ମୁଖତାର ଭଟ୍ଟ ନିପାତ, ସେନା ଶିବିରରେ କରିଥାନ୍ତେ ବଡ ଧରଣର ଆକ୍ରମଣ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଅବନ୍ତୀପୋରାରେ ଏନକାଉଣ୍ଟରେ ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି । କାଶ୍ମୀର ପୋଲିସର କହିବା...

Breaking

ହଦଗଡ ଡ୍ୟାମରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଆନନ୍ଦପୁର : ବିସ୍ତୀର୍ଣ୍ଣ ଜଳରାଶି ଉପରେ ବିଶାଳ ବନ୍ଧ । ସାଳନ୍ଦୀ...

ଫେଲ ମାରିଛି କଦଳୀ ଚାଷ ମିଶନ : ଚାରା ରୋପଣକୁ ୧୦ ମାସ ପରେ ବି ଫଳ ଶୂନ

ଜଗତସିଂହପୁର : ସରକାର ଚାଷୀଙ୍କୁ ସବସିଡି ଜରିଆରେ କଦଳୀ ଚାରା ଦେଲେ...

କଳାହାଣ୍ଡିରେ ମଣ୍ଡି ସମସ୍ୟାଠୁ ବଳିଗଲାଣି ଅଖା ଟେନସନ…

କଳାହାଣ୍ଡି : ସୁଧୁରୁନି ମଣ୍ଡି ସମସ୍ୟା । କଟନି ଛଟନି ସହ...

ଭେନେଜୁଆଲା ଉପରେ ଆମେରିକାର ଆକ୍ରମଣ ପରେ ୫ ଦେଶର ମୁଖିଆଙ୍କ ମଧ୍ୟରେ କୋକୁଆ ଭୟ

ଭେନେଜୁଆଲା ଉପରେ ଆମେରିକାର ଆକ୍ରମଣ ପରେ ୫ ଦେଶର ମୁଖିଆଙ୍କ ମଧ୍ୟରେ...