spot_img

Nandighosha Tv

8830 POSTS

Exclusive articles:

ସୁସ୍ଥ ହେଲେ ଆଉ ୭୩ କରୋନା ସଂକ୍ରମିତ, ହଜାରେ ଟପିଲା ସଂଖ୍ୟା

ଭୁବନେଶ୍ୱର: ଆଜି ଆଉ ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ...

ପ୍ରବାସୀଙ୍କ ସେବାରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୁପ..

ନବରଙ୍ଗପୁର: ପ୍ରବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି ‘ଓଡ଼ିଶା ମୋ ପରିବାର’ ଆବାହକ ଅରୁପ ପଟ୍ଟନାୟକ । ଶୁକ୍ରବାର କୋରୋପୁଟ ଅଞ୍ଚଳରେ ପହଞ୍ଚି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଆତିଥ୍ୟ ପ୍ରଦାନ କରିଥିବା ବେଳେ ଆଜି...

ଅକ୍ଟୋବର ସୁଧା ଆସିପାରେ କରୋନା ଟୀକା ! ଅକ୍ସଫୋର୍ଡ ୟୁନିଭର୍ସିଟି ପରେ ଭରସା ଦେଲା ଏହି କମ୍ପାନୀ

ନୂଆଦିଲ୍ଲୀ: କରୋନା ଭାଇରସର ଟୀକା ପ୍ରସ୍ତୁତ କରିବାରେ ବିଶ୍ୱର ଆଉ ଏକ କମ୍ପାନୀ ଆଶା ଦେଇଛି । ବିୟାଗ୍ର ଔଷଧର ଆବିଷ୍କାର କରୁଥିବା ଆମେରିକାର ଫାର୍ମାଶ୍ୟୁଟିକଲ କମ୍ପାନୀ ପିଫିଜର ଦାବି କରିଛି ଯେ,...

ସୋନୁଙ୍କ ପାଇଁ ମା’ ପାଖକୁ ଫେରିଲା ପୁଅ,ଭିଡିଓ ମାଧ୍ୟମରେ ମା’ କହିଲେ ଧନ୍ୟବାଦ..

ମୁମ୍ବାଇ: ଲକଡାଉନ୍ ହିରୋ ପାଲଟିଛନ୍ତି ଅଭିନେତା ସୋନୁ ସୁଦ । ତାଙ୍କର ଉଦାର ମନଭାବ ପାଇଁ ଏବେ ସେ ଦେଶରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ତାଙ୍କର ଏହି କାର୍ଯ୍ୟରେ ଏବେ ସବୁ...

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା, ନବୀନ କଲେ ରି-ଟ୍ୱିଟ୍

ଭୁବନେଶ୍ୱର: ଭାରତର ଲୋକପ୍ରିୟ ଗାୟିକା ଆଶା ଭୋସଲେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଗାଇଛନ୍ତି । କୋଭିଡ୍ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇ ଓଡ଼ିଶା ଏକାଠି ‘ବନ୍ଦେ ଉତ୍କଳ ଜନନୀ’ ଗାଉଥିବା ବେଳେ ଆଶାଙ୍କ...

Breaking

ଦେଶରେ ଅରାଜକତା ରୋକିବାକୁ ଆନ୍ଦୋଳନର ଆବଶ୍ୟକତା ରହିଛି : ଅଖିଳେଶ ଯାଦବ

ଭୁବନେଶ୍ବର : ବିକଶିତ ଭାରତ ଗଠନ ପାଇଁ ଦେଶର ପ୍ରତିଟି ନାଗରିକଙ୍କ ପାଖରେ...

କ୍ୟାପିଟାଲ ହସପିଟାଲ ଡାକ୍ତରଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛି ଜୁନିଅର ଡାକ୍ତର ସଂଘ

ଭୁବନେଶ୍ବର ; କ୍ୟାପିଟାଲ ହସ୍ପିଟାଲ । ରାଜଧାନୀ ଭୁବନେଶ୍ବରର ହାର୍ଟରେ ଅବସ୍ଥାପିତ...

ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୁଳ, ପ୍ଲାଣ୍ଟ ନାହିଁ, ବର୍ଜ୍ଯବସ୍ତୁକୁ ପୋଡିଦିଆଯାଉଛି

ଅନୁଗୁଳ : ବାୟୁ ପ୍ରଦୂଷଣରେ ଆକତାମାକତା ଅନୁଗୁଳ। ତା' ଉପରେ ପୌରପାଳିକାର...

ରାଜ୍ୟରେ ଆରମ୍ଭ ହେଲା ନାରୀ ଅଦାଲତ, ୧୦ ଆକାଂକ୍ଷୀ ଜିଲ୍ଲାରେ ହେଲା ଶୁଭାରମ୍ଭ

ଭୁବନେଶ୍ବର : ମହିଳାମାନଙ୍କ ବିବାଦର ସମାଧାନ କରିବେ ମହିଳା । ୧୦ଟି...