spot_img

Nandighosha Tv

8830 POSTS

Exclusive articles:

ନିସର୍ଗ ଆଗରେ ଦବଙ୍ଗ ସଲମାନଙ୍କ ଫାର୍ମ ହାଉସ ଆତ୍ମସମର୍ପଣ କଲା, ବାତ୍ୟା ପରର ଫଟୋ ଭାଇରାଲ

ମୁମ୍ବାଇ: ବାତ୍ୟା ନିସର୍ଗ ମହାରାଷ୍ଟ୍ର ଅଲ୍ଲିବାଗ ନିକଟରେ ଲ୍ୟାଣ୍ଡଫଲ କରିବା ପରେ କିଛି ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି । କିଛି ସ୍ଥାନରେ ନିସର୍ଗ ଏପରି ହଇଚଇ ସୃଷ୍ଟି କରିଛି ଯେ ଲୋକମାନେ...

ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ କରୋନା ପଜିଟିଭ୍, ପାକ୍ ଆର୍ମୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମୁମ୍ବାଇ ଅଣ୍ଡରୱାର୍ଲଡର କୁଖ୍ୟାତ ଡନ୍ ଦାଉଦକୁ କରୋନା । ଦାଉଦ୍ କରୋନା ପଜିଟିଭ୍ ହୋଇଥିବା ଜଣା ପଡିବା ପରେ ତାର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଅନ୍ୟ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି...

ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଖର୍ଚ୍ଚ ସୀମା ନିର୍ଦ୍ଧାରଣ ହେବା ଉଚିତ୍ କି ?

ନୂଆଦିଲ୍ଲୀ:  ଘରୋଇ ହସ୍ପିଟାଲ ଗୁଡିକରେ କରୋନା ଚିକିତ୍ସା ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିବା ପାଇଁ ଦାଏର ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ...

କରୋନା ଠକେଇ : ସୋନୁ ସୁଦଙ୍କ ନାମରେ ଟଙ୍କା ମାଗୁଛନ୍ତି ଠକ,ସତର୍କ କଲେ ଅଭିନେତା

ମୁମ୍ବାଇ: ସୋନୁ ସୁଦ୍ ଏବେ ପୂରା ଭାରତରେ ଚର୍ଚ୍ଚାରେ ଅଛନ୍ତି । କରୋନା କାଳରେ ଯେତେବେଳେ ସାରା ଦେଶରେ ଲକଡାଉନ ଲାଗିଲା ସେତେବେଳେ ବିଭିନ୍ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ କାମଧନ୍ଦା ନ...

ଦକ୍ଷିଣ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କର୍ଣ୍ଣାଟକର ହମ୍ପିରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଦକ୍ଷିଣ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କର୍ଣ୍ଣାଟକର ହମ୍ପିରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

Breaking

ବେତନଟୀରେ ଘୂର୍ଣ୍ଣିଝଡ଼ ର ତାଣ୍ଡବ

ମୟୂରଭଞ୍ଜ : ଘୂର୍ଣ୍ଣିଝଡ଼ର ତାଣ୍ଡବ ।  ଭୁଶୁଡିଲା ପୂଜା ତୋରଣ । ...

ଗୁଣପୁର ମରମା ପଞ୍ଚାୟତରୁ ଦେଶୀ ରନ୍ଧା ମଦ ଜବତ

ଗୁଣପୁର : ଗୁଣପୁର ଅବକାରୀ ବିଭାଗର ଚଢ଼ାଉ । ମରମା ପଞ୍ଚାୟତ...

ମୁମ୍ବାଇରେ ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ :ବଲିଉଡ ଷ୍ଟାର୍ ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼। ୩...

୬ ମାସର ବକେୟା ଦରମାକୁ ପୂଜା ଉପହାର କହି ବାହାବା ନେଉଛନ୍ତି ସରକାର

ଭୁବନେଶ୍ବର: ଦୟା ନୁହେଁ, ସମ୍ମାନ ଆମ ହକ୍ । ଦରମା ଦେଲେ,...