spot_img

Kalyani Parida

3707 POSTS

Exclusive articles:

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #BanAashramWebseries

ମୁମ୍ବାଇ: ଏମଏକ୍ସ ପ୍ଲେୟରର ଓ୍ୱେବ୍ ସିରିଜ ‘ଆଶ୍ରମ’କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହି ସିରିଜକୁ ବ୍ୟାନ୍ କିମ୍ବା ବଏକଟ୍ କରିବା ପାଇଁ ସୋସିଆଲ୍ ମିଡିଆରେ #BanAashramWebseries ଟ୍ରେଣ୍ଡ୍...

Pak ceasefire violation : ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ସେନାର ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନିକ ନିହତ

ନୂଆଦିଲ୍ଲୀ: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢିବାରେ ଲାଗିଛି । ନୌସେରା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି । ସୂଚନା ମୁତାବକ ଭାରତୀୟ ସେନାଙ୍କ ପାଲଟା...

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ଫନି ପ୍ରଭାବିତଙ୍କୁ ସ୍ୱତନ୍ତ୍ର PMAY-Gରେ ଘର ଯୋଗାଇବାକୁ ଦାବି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଓ୍ୱାଇ-ଜି) ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ।ପତ୍ରରେ ସେ ସମସ୍ତ ଯୋଗ୍ୟ ହିତାଧିକାରୀ ପରିବାରଙ୍କୁ ସୁରକ୍ଷିତ ବାସଗୃହ...

୧୯୭୧ରେ ନିଖୋଜ ହୋଇଥିଲେ ମଙ୍ଗଲ ସିଂ, ୪୯ ବର୍ଷ ପରେ ମିଳିଲା ଜୀବିତ ଥିବାର ଖବର

ଅମୃତସର: ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଅନେକ ଯବାନ ପ୍ରାଣବଳୀ ଦେଇଥିଲେ । ସେହି ସହିଦ ଯବାନଙ୍କୁ ମନେ ପକାଉଛି ଦେଶ ଏବଂ ଆଜିବି ସେମାନଙ୍କୁ ଝୁରି ହେଉଛନ୍ତି ପରିବାର ବର୍ଗ...

ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ; ମଶାଲ ପ୍ରଜ୍ୱଳିତ

ନୂଆଦିଲ୍ଲୀ: ୧୯୭୧ ମସିହା ଆଜିର ଦିନରେ ଭାରତ ଆଗରେ ହାର ମାନିଥିଲା ପାକିସ୍ତାନ । ଆଉ ଭାରତୀୟ ସେନାବାହିନୀର ଏହି ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପାଳିତ ହେଉଛି ‘ବିଜୟ ଦିବସ’...

Breaking

ରଣବୀର ସିଂଙ୍କ ନିକଟକୁ ହ୍ବାଟସ ଆପରେ ଧମକ ; ଦୁର୍ବୃତ୍ତ ୧୦ କୋଟି ଟଙ୍କା ମାଗୁଥିବା ସୂଚନା

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ରଣବୀର ସିଂଙ୍କ ନିକଟକୁ ହ୍ବାଟସ ଆପରେ...

ନରୱାଣେଙ୍କ ଫୋର ଷ୍ଟାରସ ଅଫ ଡେଷ୍ଟିନୀ ପୁସ୍ତକ ବିବାଦ ପ୍ରସଙ୍ଗ ; FIR ରୁଜୁ

ନୂଆଦିଲ୍ଲୀ : ପୂର୍ବତନ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ଫୋର...

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି : ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲଗୁନ ମାସ କୃଷ୍ଣ ପକ୍ଷ ଦଶମୀ । ଶ୍ରୀମନ୍ଦିରରେ...

ଲୋକସଭାରେ ଆଜି ଉତ୍ତର ରଖିବେ ନିର୍ମଳା ; ରାହୁଲ ଗାନ୍ଧି ମଧ୍ୟ ଭାଷଣ ଦେବେ

ନୂଆଦିଲ୍ଲୀ : ଆଜି ସଂସଦରେ ବଜେଟ ଉପରେ ଆଲୋଚନାରେ ଭାଗ ନେଇପାରନ୍ତି...