spot_img

Gunanidhi Behera

6817 POSTS

Exclusive articles:

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ

ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ନିର୍ବାଚନମଣ୍ଡଳୀରେ ପାଣ୍ଡିଆନ ଶୋ। ଛକଛକରେ ଜନସମୁଦ୍ର, ଲୋକାରଣ୍ଯ ରାଜପଥ । ଗୋପାଳପୁରରୁ ଲାଞ୍ଜିପଲ୍ଲୀ. ଲାଞ୍ଜିପଲ୍ଲୀରୁ ଲୋଚାପଡ଼ା। ବିଜେଡିର ଷ୍ଟାର କ୍ଯାମ୍ପେନର କାର୍ତ୍ତିକ ପାଣ୍ଡିଆନଙ୍କୁ ସବୁଠି ଉଚ୍ଛ୍ବସିତ ସମ୍ବର୍ଦ୍ଧନା, ଉଲ୍ଲସିତ...

ଝରିଗାଁରେ ଜମୁଛି ନିର୍ବାଚନୀ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ତାରିଖ । ବଢୁଛି ପ୍ରାର୍ଥୀଙ୍କ ହାର୍ଟ ବିଟ୍। ବଢ଼ି ଚାଲିଛି ଭୋଟରଙ୍କ ଉତ୍କଣ୍ଠା । ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀକୁ ଏଥର କିଏ ହାତେଇବେ? ସେନେଇ...

ଫୁଲବାଣୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ଫୁଲବାଣୀ, ଜି. ଉଦୟଗିରି ଏବଂ ବାଲିଗୁଡ଼ା । ଏହି ୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ଫୁଲବାଣୀର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକାର...

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ସୋମବାର ପୁଣି ଥରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଓଡିଶା ମହିଳା ସାମାଜିକ, ଅର୍ଥନୈତିକ...

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ପ୍ରଦୀପ ପାଣିଗ୍ରାହୀ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ଖୋଦ୍ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଭାଷଣ ଦେବାକୁ ବି ଦେଲେନି ରାଜ୍ଯ ସଭାପତି ମନମୋହନ...

Breaking

ଜାମତରାକୁ ସମ୍ବଲପୁରର ସିମ୍, ସାଇବର ଠକେଇ ମାମଲାରେ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସାଇବର ଠକେଇ ପାଇଁ ଝାଡ଼ଖଣ୍ଡ ଜାମତରାକୁ ସପ୍ଲାଏ...

ଅନନ୍ତ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଅନନ୍ତ ବ୍ରତ ନୀତି

ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ...

ବନ୍ୟା କ୍ଷତିପୂରଣକୁ ନେଇ ବିଧାନସଭାରେ ମନ୍ତ୍ରୀ-ବିଧାୟକ କଥା କଟାକଟି

ନନ୍ଦିଘୋଷ ବ୍ୟୁରୋ :  ବନ୍ୟା ପରିଚାଳନାରେ ସରକାର ବିଫଳ। ବିଧାନସଭାରେ କ୍ଷତିପୂରଣ...

ପୁରୀ ଶ୍ରୀନହରରେ ଗଜପତିଙ୍କ ସୁନିଆଁ ପର୍ବ, ଆରମ୍ଭ ହେଲା ୭୧ ଅଙ୍କ ଓ ୧୪୩୪ ସାଲ

ନନ୍ଦିଘୋଷ ବ୍ୟୁରୋ : ବୁଧବାର ଶ୍ରୀନହରରେ ଅନୁଷ୍ଠିତ ହୋଇଯାଇଛି ଗଜପତିଙ୍କ ସୁନିଆଁ...