spot_img

Gautam Buddha Mahapatra

3683 POSTS

Exclusive articles:

ସତ୍ୟବାଦୀ ବ୍ଲକ ଅଫିସରେ ପଶି ଭଙ୍ଗାରୁଜା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡିର ଧାରଣା

କଣାସ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଫିସରେ ପଶି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅଫିସରେ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି। ଏହି ଦାବି କରି ବ୍ଲକ ଅଫିସରେ ତାଲା...

ବିଜୟ ମାଲ୍ୟାଙ୍କଠାରୁ ବ୍ୟାଙ୍କଗୁଡ଼ିକୁ କେତେ ଆଦାୟ କରିବାକୁ ପଡିବ? ବମ୍ବେ ହାଇକୋର୍ଟରେ SBI ଦେଲା ବଡ଼ ସୂଚନା

ନନ୍ଦିଘୋଷ ବ୍ୟୁରୋ : ବିଜୟ ମାଲ୍ୟାଙ୍କଠାରୁ ଋଣ ଆଦାୟ ମାମଲାରେ ବ୍ୟାଙ୍କଗୁଡ଼ିକ ଏପର୍ଯ୍ୟନ୍ତ କେତେ ଟଙ୍କା ପାଇବାକୁ ବାକି ରହିଛି, ତାହା ନେଇ ବମ୍ବେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। SBI ନେତୃତ୍ୱାଧୀନ ବ୍ୟାଙ୍କ...

ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ, ରୋମାଞ୍ଚକର ଫାଇନାଲରେ ୧୯ ରନରେ ବିଜୟୀ ହେଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ : ଏସିଆନ୍ ଗେମ୍ସର କ୍ରିକେଟ୍ ଫାଇନାଲରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ କ୍ରିକେଟ୍ ଦଳ। ଭାରତ ପକ୍ଷରୁ ରଖାଯାଇଥିବା ୨୧୨ ରନ୍‌ର...

ମହଙ୍ଗା ସୁନା ବଦଳାଇଲା ଭାରତୀୟଙ୍କ କିଣାକିଣି ଧାରା

ନନ୍ଦିଘୋଷ ବ୍ୟୁରୋ : ସୁନା ଦର ଆକାଶଛୁଆଁ ହେବା ପରେ ଭାରତୀୟ ଗ୍ରାହକଙ୍କ ଅଳଙ୍କାର କିଣିବା ଧାରାରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପ୍ରତି ୧୦ ଗ୍ରାମ ସୁନାର ଦର ପ୍ରାୟ ୧.୫୦ ଲକ୍ଷ...

୧.୧୫ କୋଟିର ବୀମା ପାଇଁ ଗର୍ଭବତୀ ପତ୍ନୀଙ୍କ ହତ୍ୟା! ୩ ସୁପାରି କିଲର ଗିରଫ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ପାଟନ ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଜଣେ ମହିଳାଙ୍କୁ ସଡ଼କ ଦୁର୍ଘଟଣାର ରୂପ...

Breaking

ବ୍ୟବସ୍ଥା ଆଗରେ ହାର୍ ମାନିଲା ମାନବିକତା; ୭୦ କିମି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଲେ ଦିବ୍ୟାଙ୍ଗ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ବ୍ୟବସ୍ଥା ଆଗରେ ଆଜି ପୁଣି ଥରେ ହାର୍ ମାନିଛି...

ବାତ୍ୟା ଅର୍ଣ୍ଣବ ପାଇଁ ବାତିଲ୍ ହେଲା ଏକାଧିକ ଟ୍ରେନ୍

ନନ୍ଦିଘାେଷ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ଭୟଙ୍କର ରୂପକୁ ଦୃଷ୍ଟିରେ ରଖି...

୨୫ କି.ମି. ବେଗରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’; ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ

ନନ୍ଦିଘୋଷ ବ୍ୟରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ...

+୨ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି

ନନ୍ଦିଘୋଷ ବ୍ୟରୋ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି। ଏଥର...