spot_img

Biswajit Baral

2587 POSTS

Exclusive articles:

ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ...

ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ...

ରାଜଧାନୀରେ ଅପରାଧୀଙ୍କ ଉପରେ ଲାଗିବ ଅଙ୍କୁଶ, ଦାଦାଗିରିକୁ କରାଯିବନି ବରଦାସ୍ତ

ଭୁବନେଶ୍ୱର: ଦାଦାଗିରି ନୁହେଁ, ରାଜଧାନୀରେ ଚାଲିବ ପୋଲିସଗିରି । ଷୋଳପୂଜାରୁ ଆକ୍ସନ ମୋଡ଼ରେ ଟିମ ପ୍ରତୀକ । ଟ୍ରାକ୍ ରେକର୍ଡ ମୁତାବକ ହାତରେ ପଡିବ ହାତକଡ଼ି । ସପ୍ତାହକୁ ଥରେ ଥାନାରେ ହାଜର...

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧...

ଗିରଫ ISIS ଆତଙ୍କୀଙ୍କ ଖୁଲାସା, ଅଯୋଧ୍ୟାରେ ରାମ ମନ୍ଦିର ଏବଂ ବଡ଼ ବଡ଼ ନେତା ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ଶହନୱାଜ ଓରଫ ଶୈଫୀ, ତାର ସାଥୀ ରିଜୱାନ ଏବଂ ଅରସଦକୁ ଗିରଫ କରିଛି । ଆତଙ୍କବାଦୀମାନେ ପଚରାଉଚରା ସମୟରେ ବଡ଼ ଖୁଲାସା...

Breaking

ରାଜ୍ୟ ପାଳିଲା ୭୭ତମ ସାଧାରଣତନ୍ତ୍ର ଦିବସ: ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ରାଜ୍ୟ ପାଳିଲା ୭୭ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ...

ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍: ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ମାରୁଛନ୍ତି ନେତା

ସମ୍ବଲପୁର ବିକାଶରେ ଲାଗିଛି ବ୍ରେକ୍ । ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି...

ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ: ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ

ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ । ଟିକିଏ ଅସାବଧାନ ହେଲେ...

ଆଣ୍ଠେଇଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା: ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଛି ଡାକ୍ତର ପଦବୀ

ଛେଣ୍ଡିପଦାରେ ଆଣ୍ଠେଇଲାଣି ସ୍ଵାସ୍ଥ୍ୟ ବ୍ୟବସ୍ଥା । ଛେଣ୍ଡିପଦା ଓ କୋଶଳା ଗୋଷ୍ଠୀ...