ଭଂସାଲିଙ୍କ ଫିଲ୍ମରେ ଏକାଠି ଆସିବେ ଅଜୟ ଓ ରଣବୀର

1 min read

ସିନେପ୍ରେମୀଙ୍କ ପାଇଁ ଏକ ବଢ଼ିଆ ଖବର । ସଂଜୟ ଲୀଲା ଭଂସାଲି ତାଙ୍କ ଆଗାମୀ ପ୍ରୋଜେକ୍ଟରେ ଏକ ରିମେକ ଫିଲ୍ମ କରିବାକୁ ଯାଉଛନ୍ତି । ୧୯୫୨ର କ୍ଲାସିକ ଫିଲ୍ମ ବାଇଜୁ ବାୱରାର ରିମେକ କରିବେ ଭଂସାଲି ।

ଏହି ଫିଲ୍ମଟି ପାଇଁ ଭଂସାଲି, ଅଜୟ ଦେବଗନ ଓ ରଣବୀର ସିଂ ଙ୍କୁ ଅଫର ଦେଇଛନ୍ତି ।Related image

ରଣବୀର ସିଂ ଏଥିରେ ବାଇଜୁ ଭୂମିକାରେ ଓ ଅଜୟ ତାନସେନ ଭୂମିକାରେ ଦେଖାଯିବେ ।

୨୦୨୧ ଦୀପାବଳି ବେଳକୁ ଏହି ଫିଲ୍ମ ରିଲିଜ୍ ହେବ ବୋଲି ଭଂସାଲି ଘୋଷଣା କରିଛନ୍ତି । ଭଂସାଲିଙ୍କ ଫିଲ୍ମରେ ସବୁବେଳେ ନୂତନତ୍ୱ ଥାଏ ଆଉ ସିନେପ୍ରେମୀ ସବୁବେଳେ ଭନସାଲିଙ୍କ ପ୍ରୋଜେକ୍ଟକୁ ପସନ୍ଦ କରନ୍ତି । ଭଂସାଲି ସୋସିଆଲ ମିଡିଆରେ ଏହି ଫିଲ୍ମ କଥା ଘୋଷଣା କରି ସିନେପ୍ରେମୀଙ୍କ ଉତ୍ସୁକତା ବଢ଼ାଇ ଦେଇଛନ୍ତି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.