ରାଜ୍ୟରେ ଦିନକରେ ୬୬୮ ସଂକ୍ରମିତ ଚିହ୍ନଟ ଓ ୧୭ ମୃତ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପୂର୍ବରୁ ଦିନକରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ କିନ୍ତୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ଖସି ହଜାର ତଳେରେ ପହଞ୍ଚିଛି । ୨୪ ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୬୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୮୫, ୨୮୩ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛି ।
6. Boudh: 7
7. Cuttack: 37
8. Deogarh: 2
9. Dhenkanal: 6
10. Gajapati: 4
11. Ganjam: 12
12. Jagatsinghpur: 25
13. Jajpur: 18
14. Jharsuguda: 23
15. Kalahandi: 11
16. Kandhamal: 3
17. Kendrapada: 21
18. Keonjhar: 38
19. Khurda: 56
20. Malkangiri: 8
21. Mayurbhanj: 50— I & PR Department, Odisha (@IPR_Odisha) November 23, 2020
ସୋମବାର ଦିନ ଚିହ୍ନଟ ହୋଇଥିବା ସମୁଦାୟ ୬୬୮ ସଂକ୍ରମିତ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୬୮, ଖୋର୍ଦ୍ଧାରୁ ୫୬, ସୁନ୍ଦରଗଡ଼ରୁ ୫୫, ମୟୂରଭଞ୍ଜରୁ ୫୦, ଅନୁଗୁଳରୁ ୪୬, କେନ୍ଦୁଝର ଓ ବାଲେଶ୍ୱରରୁ ୩୮ଜଣ ଲେଖାଏଁ, କଟକରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ କରୋନାରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
https://t.co/4rkARDBpkr 84-year-old male of Sundargarh district who was also suffering from Diabetes Mellitus & Hypertension.
15.A 53-year-old male of Sundargarh district who was also suffering from Diabetes Mellitus & Hypertension.
16.A 50-year-old female of Sundargarh district.— H & FW Dept Odisha (@HFWOdisha) November 23, 2020
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୪ହଜାର ୬୨୯ ହୋଇଥିବା ବେଳେ ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୬୫୭ ରହିଛି । ତେବେ କରୋନାରୁ ସମୁଦାୟ ୩ଲକ୍ଷ ୫ହଜାର ୮୧୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ କେସ୍ ୭ହଜାର ୧୦୬ ରହିଛି ।