Odisha Corona Updates: ଆଜି ୧୭୯୩ ସଂକ୍ରମିତ ଚିହ୍ନଟ, ୧୮ ଜଣ ମୃତ
2 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାର ଲାଗିଛି । ସ୍ଥିତି ନିୟନ୍ତ୍ରଣକୁ ଫେରୁଛି । ଏହି କ୍ରମରେ ଆଜି ରାଜ୍ୟରେ ୧୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ୭୬୨ ରହିଛି । ତେବେ ସବୁଦିନ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 21st October
New Positives Cases: 1793
In quarantine: 1031
Local contacts: 762(Details of local contacts will be shared by concerned District Administration)
District Wise Cases:
1. Angul: 107
2. Balasore: 40
3. Bargarh: 61
4. Bhadrak: 68
5. Balangir: 76— I & PR Department, Odisha (@IPR_Odisha) October 23, 2020
ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୬୮, ବଲାଙ୍ଗିରରୁ ୭୬, କଟକରୁ ୧୬୦, ଜଗତସିଂହପୁରରୁ ୫୨, ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୪୫, କେନ୍ଦ୍ରାପଡାରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କେନ୍ଦୁଝରରୁ ୬୩, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୫, ନୟାଗଡରୁ ୩୪, ନୂଆପଡାରୁ ୮୪ ଓ ସୁନ୍ଦରଗଡରୁ ୯୯ ଜଣ ସଂକ୍ରମିତ ରହିଛନ୍ତି ।
22. Mayurbhanj: 104
23. Nawarangpur: 65
24. Nayagarh: 34
25. Nuapada: 84
26. Puri: 82
27. Rayagada: 14
28. Sambalpur: 40
29. Sonepur: 8
30. Sundargarh: 99
31. State Pool: 44New recoveries: 2128
Cumulative tested: 4240241
Positive: 277887
Recovered: 257041
Active cases: 19579— I & PR Department, Odisha (@IPR_Odisha) October 23, 2020
ତେବେ ଆଜି କରୋନା ସଂକ୍ରମଣକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୭୭ରେ ପହଞ୍ଚିଥିବା ବେଳେ ଏବେ ରାଜ୍ୟରେ ୧୯ ହଜାର ୫୭୯ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ୨ ଲକ୍ଷ ୫୭ ହଜାର ୪୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି । ଅନ୍ୟପକ୍ଷରେ ଟେଷ୍ଟିଂ ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଯାବତ୍ ରାଜ୍ୟରେ ୪୨ ଲକ୍ଷ ୪୦ ହଜାର ୨୪୧ ଜଣଙ୍କର କରୋନା ଟେଷ୍ଟିଂ ହୋଇସାରିଛି ।
Regret to inform the demise of eighteen #COVID19 positive patients while under treatment in hospitals.
1.A 76 year old male of Angul District.
2.A 38 year old male of Angul District who was also suffering from Hypertension.
3.A 62 year old male of Angul District.— H & FW Dept Odisha (@HFWOdisha) October 23, 2020
ତେବେ ରାଜ୍ୟରେ ସଂକ୍ରମଣରେ ଶୀକାର ହୋଇ ଆଜି ୧୮ ଜଣ ମୃତ୍ୟୁବରଣ କରିଥିବାର ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଜଣେ ୩୫ ବର୍ଷୀୟ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗଜପତିରୁ ୩ ଜଣ, ଖୋର୍ଦ୍ଧାରୁ ୩, ଭଦ୍ରକରୁ ଜଣେ, ଯାଜପୁରରୁ ୨, ଢେଙ୍କାନାଳରୁ ଜଣେ, ମୟୁରଭଞ୍ଜରୁ ୧, ମାଲକାନଗିରିରୁ ୨, ନବରଙ୍ଗପୁରରୁ ଜଣେ ଓ ପୁରୀରୁ ଜଣେ ରହିଛନ୍ତି ।
12.A 68 year old male of Jajpur district who was also suffering from Diabetes.
13.A 35 year old male of Khurdha district.
14.A 51 year old male of Mayurbhanj district.
15.A 70 year old male of Mayurbhanj District.
16.A 70 year old male of Malkangiri district.— H & FW Dept Odisha (@HFWOdisha) October 23, 2020