ରାଜ୍ୟରେ ଆଉ ୨୯୭୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୭୯୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି ।
Another 2796 Covid patients have recovered and are being discharged on 13.10.2020
582 from Khordha
179 from Cuttack
148 from Jajapur
135 from Anugul
127 from Puri
120 from Nabarangpur
107 from Bolangir
106 from Sambalpur
102 from Kendrapara
97 from Bargarh
97 from Nuapada— H & FW Dept Odisha (@HFWOdisha) October 13, 2020
ତେବେ ୨୭୯୬ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ୫୮୨ ଜଣ ସାମିଲ ଥିବା ବେଳେ କଟକରୁ ୧୭୯ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁରରୁ ୧୪୮, ଅନୁଗୁଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗିରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୨, ବରଗଡ଼ରୁ ୯୭, ମୟୂରଭଞ୍ଜରୁ ୯୬, ସୁନ୍ଦରଗଡରୁ ୭୭, କାଳାହାଣ୍ଡିରୁ ୭୬, ବାଲେଶ୍ୱରରୁ ୭୫, ସୋନପୁରରୁ ୭୧, ଜଗତ୍ସିଂହପୁରରୁ ୫୨, କାନ୍ଧମାଳରୁ ୫୦, କୋରାପୁଟରୁ ୪୭, ଭଦ୍ରକରୁ ୪୨, କେନ୍ଦୁଝରରୁ ୪୧, ମାଲକାନଗିରିରୁ ୪୧, ନୟାଗଡ଼ରୁ ୩୭, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୩୩, ଝାସୁଗୁଡାରୁ ୩୧, ଦେଓଗଡ଼ରୁ ୧୭, ଗଜପତିରୁ ୧୭, ବୌଦ୍ଧରୁ ୫, ରାୟାଗଡାରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍ ପୁଲରୁ ମଧ୍ୟ ୧୫୦ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
17 from Deogarh
17 from Gajapati
5 from Boudh
4 from Rayagada
150 from State PoolThe total recovered cases of Odisha now stand at 232988
— H & FW Dept Odisha (@HFWOdisha) October 13, 2020