Corona Update: ସୁସ୍ଥ ହେଲେ ଆଉ ୩୦୩୪ ଜଣ କରୋନା ଆକ୍ରାନ୍ତ
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ହଜାର ୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥତା ସଂଖ୍ୟା ରାଜ୍ୟରେ ୯୯ ହଜାର ୩୯୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 3034 #COVID19 patients have recovered and are being discharged on 07.09.2020
892 from Khordha
242 from Mayurbhanj
168 from Bargarh
154 from Ganjam
150 from Cuttack
139 from Rayagada
97 from Baleswar
97 from Sundargarh
95 from Keonjhar
83 from Sambalpur
80 from Kendrapara— H & FW Dept Odisha (@HFWOdisha) September 7, 2020
ସଂକ୍ରମଣ ହାରରେ ଆଗରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୨ ଜଣ ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ ୨୪୨, ବାରଗଡ଼ରୁ ୧୬୮, ଗଞ୍ଜାମରୁ ୧୫୪, କଟକରୁ ୧୫୦, ରାୟଗଡ଼ାରୁ ୧୩୯, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୯୭ ଜଣ ଲେଖାଏଁ, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩, କେନ୍ଦ୍ରାପଡ଼ାରୁ ୮୦, ଯାଜପୁର ଓ କୋରାପୁଟରୁ ୭୯, ଝାରସୁଗୁଡ଼ା ୭୦, ମାଲକାନଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଢେଙ୍କାନାଳ ୫୬, ଅନୁଗୁଳ ୪୯, ବଲାଙ୍ଗିର ୪୬, ଭଦ୍ରକ ୪୨, କନ୍ଧମାଳ ଓ ସୋନପୁରରୁ ୪୦ ଜଣ ଲେଖାଏଁ, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬, କଳାହାଣ୍ଡି ୨୩, ବୌଦ୍ଧ ୨୧, ନୂଆପଡ଼ା ୧୨ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 7th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/0oYHQpWvpp— BMC (@bmcbbsr) September 7, 2020
ରାଜ୍ୟରେ ଏଯାବତ୍ ୧ ଲକ୍ଷ ୨୭ ହଜାର ୮୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୯ ହଜାର ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୭ ହଜାର ୮୮୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୫ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ସୂଚନା ଦେଇଛି ।