Odisha Covid19 Updates : ଆଜି ସୁସ୍ଥ ହେଲେ ୨୫୧୦
1 min readଭୁବନେଶ୍ୱର : ରାଜ୍ୟରେ ଆଜି ୨୫୧୦ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୩୫ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମର ୨୭୭, କଟକର ୨୨୫, ପୁରୀର ୨୧୮, କୋରାପୁଟରୁ ୧୮୨, ଯାଜପୁରର ୧୩୫, ମୟୁରଭଞ୍ଜର ୧୧୯, ବାଲେଶ୍ୱରର ୧୦୧, ଗଜପତିର ୮୯, ମାଲକାନଗିରିର ୭୫, ସୁନ୍ଦରଗଡ଼ର ୭୨ ଜଣ ସୁସ୍ଥ ହୋଇଛନ୍ତି ।
Another 2510 #COVID19 patients have recovered and are being discharged on 27.08.2020
435 from Khordha
277 from Ganjam
225 from Cuttack
218 from Puri
182 from Koraput
135 from Jajapur
119 from Mayurbhanj
101 from Baleswar
89 from Gajapati
75 from Malkangiri
72 from Sundargarh— H & FW Dept Odisha (@HFWOdisha) August 27, 2020
ସେହିଭଳି ସମ୍ୱଲପୁରରୁ ୬୪, ବଲାଙ୍ଗିରରୁ ୫୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡ଼ାରୁ ୪୨, ସୋନପୁରରୁ ୩୮, ବରଗଡ଼ରୁ ୩୬, ନୟାଗଡ଼ରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳ ଓ କେନ୍ଦୁଝରରୁ ୩୦ ଜଣ ଲେଖାଏଁ, କେନ୍ଦ୍ରପଡ଼ାରୁ ୨୫ ଜଣ ସୁସ୍ଥ ହୋଇଛନ୍ତି ।
64 from Sambalpur
51 from Bolangir
48 from Kalahandi
47 from Kandhamal
43 from Bhadrak
42 from Jharsuguda
38 from Sonepur
36 from Bargarh
33 from Nayagarh
31 from Boudh
30 from Dhenkanal
30 from Keonjhar
25 from Kendrapara
25 from Rayagada
17 from Jagatsinghpur— H & FW Dept Odisha (@HFWOdisha) August 27, 2020
ଅନ୍ୟପକ୍ଷରେ ରାୟଗଡ଼ାର ୨୫, ଜଗତସିଂହପୁରର ୧୭, ନବରଙ୍ଗପୁରର ୧୧, ଅନୁଗୁଳର ୫ ଓ ଦେଓଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସଂକ୍ରମଣ ବଢିବା ସହ ସୁସ୍ଥତା ହାର କ୍ରମାଗତ ଭାବେ ବଢିବାର ଲାଗିଛି । ଏଯାବତର ସୁସ୍ଥତା ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି ।