ନୂଆଦିଲ୍ଲୀ: ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନରେ କ୍ୟାଟରିଂ ଉପରେ ଲାଗିଲା କଟକଣା । ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଷ୍ଟେସନ ଗୁଡ଼ିକରେ ଥିବା ଫୁ଼ଡ୍ ପ୍ଲାଜା ଓ ଜନ ଆହାର କେନ୍ଦ୍ର । ସେଲ୍ କିଚେନ ମଧ୍ୟ ବନ୍ଦ ରହିବ ନେଇ ଆଇଆରସିଟିସି ପକ୍ଷରୁ ସୂଚନା ।