ହୋଲି ରଙ୍ଗରେ ରଙ୍ଗେଇ ହେଲେ ଷ୍ଟାର…

1 min read

ଚଳିତବର୍ଷ ହୋଲିକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି ବି-ଟାଉନର ସେଲିବ୍ରିଟି ମାନେ । ନିଜ ପରିବାର ଏବଂ ବନ୍ଧୁ ପରିଜନଙ୍କ ସହ ହୋଲିରେ ମସ୍ତି କରିବା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଆସନ୍ତୁ ଦେଖିବା ସେଲିବ୍ରିଟିଙ୍କ ହୋଲି ମସ୍ତି ।

ଭୁମି ପେଡନେକର

ଅଭିନେତ୍ରୀ ଭୂମି ପେଡନେକର ହୋଲିରେ ମସ୍ତି କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଫଟୋ ଛାଡ଼ି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

କରିଶ୍ମା କପୁର

କରିଶ୍ମା କପୁର ହୋଲିରେ ନିଜ ପୁଅଙ୍କ ସହିତ ମସ୍ତି କରୁଥିବା ଦେଖିବାକୁ ମିଳିଛି ।

ନେହା ଧୁପିଆ

ଅଭିନେତ୍ରୀ ନେହା ଧୁପିଆ ନିଜ ଝିଅ ସହ ହୋଲିର ଖୁବ ଆନନ୍ଦ ଉଠାଇଛନ୍ତି ।

ବିଦ୍ୟା ବାଲନ

ଅଭିନେତ୍ରୀ ବିଦ୍ୟା ବାଲନ ନିଜ ପରିବାର ଏବଂ ବନ୍ଧୁ ପରିଜନଙ୍କ ସହିତ ହୋଲି ସେଲିବ୍ରେଟ କରିଥିବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛ

କରିନା କପୁର

ହୋଲିରେ କରିନା କପୁର ସୋସିଆଲ ମିଡିଆରେ ଫଟୋ ଛାଡ଼ି ଦର୍ଶକଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି ।

ସନ୍ନି ଲିଓନି

ସନ୍ନି ଲିଓନି ସ୍ୱାମୀ ଡାନିଏଲ ଏବଂ ପୁଅ ଢିଅଙ୍କ ସହ ହୋଲି ସେଲିବ୍ରେଲ କରୁଥିବା ଦେଖିବାକୁ ମିଳିଛି ।

ତୈମୁର ଅଲ୍ଲୀ ଖାଁ

କରିନା ଓ ସୈଫଙ୍କୁ ପୁଅ ତୈମୁର ଭଉଣୀ ଇନାୟାଙ୍କ ସହ ହୋଲି ସେଲିବ୍ରିଟ କରୁଥିବା ଦେଖିବାକୁ ମିଳିଛି ।

କିରନ ରାଓ

ଆମିର ଖାଁଙ୍କ ସ୍ତ୍ରୀ କିରନ ରାଓ ଏବଂ ପୁଅ ଆଜାଦ ରାଓ ଖାଁ ଖିବ ଧୁମଧାମର ସହ ହୋଲି ସେଲିବ୍ରେଟ କରିଛନ୍ତି ।

ସୋହା ଅଲ୍ଲୀ ଖାଁ

ଅଭିନେତ୍ରୀ ସୋହା ଅଲ୍ଲୀ ଖାଁ ସ୍ୱାମୀ କହଲୋତ ଖେମୁ ଏବଂ ଝିଅ ଅନାୟା ସହ ହୋଲି ସେଲିବ୍ରେଟ କରୁଥିବା ଦେଖିବାକୁ ମିଳିଛି ।

ରଣଦୀପ ହୁଡ୍ଡା

ଅଭିନେତା ରଣଦୀପ ହୁଡ୍ଡା ବାପାଙ୍କ ସହ ହୋଲି ସେଲିବ୍ରେଟ କରିଛନ୍ତି ।

ସୋନାକ୍ଷୀ ସିହ୍ନା

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ କୁଲ ଅନ୍ଦାଜରେ ହୋଲି ସେଲିବ୍ରେଟ କରି ଦର୍ଶକଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି ।

ଐଶ୍ୱରିଆ ରାୟ ବଚ୍ଚନ 

ଐଶ୍ୱରିଆ ରାୟ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ଖୁବ ସିମ୍ପିଲ୍ ଅନ୍ଦାଜରେ ହୋଲି ସେଲିବ୍ରେଟ କରିଛନ୍ତି ।  

ପ୍ରିୟଙ୍କା ଚୋପ୍ରା ଜୋନସ

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ ସ୍ୱାମୀ ନିକ ଜୋନସଙ୍କୁ ମଧ୍ୟ ହୋଲିର ରଙ୍ଗରେ ରଙ୍ଗୀନ କରାଇଛନ୍ତି । ଦୁହେଁ ମିଶି ହୋଲିକୁ ଖୁବ ଧୁମଧାମରେ ସେ ଲିବ୍ରେଟ କରିଛନ୍ତି ।

ମୀରା ରାଜପୁତ

ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଖୁବ ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି । ନିଜ ବେକରେ ସ୍ୱାମୀଙ୍କ ନାଆ ଲେଖି ସେ ସୋସିଆଲ ମିଡିଆରେ ଫଟୋ ଛାଡିଥିଲେ  । ଏହା ଖୁବ ଭାଇରାଲ ମଧ୍ୟ ହୋଇଥିଲା ।

Leave a Reply