spot_img

Latest Posts

ଭିଜିଲାନ୍ସ ଜାଲରେ ରେଂଜର; ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ରେଞ୍ଜର । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୪ଟା ସ୍ଥାନରେ ଚାଲିଛି ରେଡ । ଚାଟ୍ର, ତିର୍ତ୍ତୋଲ ଦୋନ୍ଦୁଅ ସାମନ୍ତରାପୁର, ଅଫିସ, କ୍ଵାଟରରେ ଚାଲିଛି ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଟିମ୍ ଚଢାଉ କରୁଛନ୍ତି । ମିଳିଲାଣି ନଗଦ ୩ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ସୁନା ଓ ବ୍ୟାଙ୍କ ଜମା ଖାତା ।

Latest Posts

Don't Miss