ବୌଦ୍ଧ: ବାଉଁଶୁଣୀ ଲୋକ ମହୋତ୍ସବ ପଡ଼ିଆରେ ନିଆଁ । ଗ୍ୟାସ୍ ବେଳୁନର ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ୪ରୁ ୫ଟି ଷ୍ଟଲରେ ଲାଗିଥିଲା ନିଆଁ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ ।

Leave a Reply