ମାର୍ଚ୍ଚ ମାସରେ ରିଲିଜ ହେବ ୧୫ ଫିଲ୍ମ, ଏହିସବୁ ବଡ଼ ଷ୍ଟାରମାନେ ଆସିବେ ନଜର..
1 min read
ନନ୍ଦିଘୋଷ ବ୍ୟୁରୋ: ନିଜର ପ୍ରିୟ କଳାକାରଙ୍କ ଫିଲ୍ମ ଦେଖିବାକୁ ପାଇଁ ସବୁବେଳେ ଫ୍ୟାନ୍ସମାନେ ଚାହିଁ ରହିଥାନ୍ତି । ତେବେ ମାର୍ଚ୍ଚ ମାସ ଆରମ୍ଭ ହୋଇ ଯାଇଥିବାବେଳେ ଚଳିତ ମାସରେ କେବଳ ୧୫ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯେଥିରେ ବଲିଉଡର ବଡ଼ ବଡ଼ କଳାକାରଙ୍କ ଫିଲ୍ମ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଚଳିତ ମାସରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଯୋଜନା କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ଏହିସବୁ ଫିଲ୍ମ ଉପରେ କେଉଁ ସବୁ ଚଳଚ୍ଚିତ ଚଳିତ ମାସରେ ରିଲିଜ୍ ହେବ ।
ଚଳଚ୍ଚିତ୍ରର ନାମ- ମୁକ୍ତି ତାରିଖ- ପ୍ଲାଟଫର୍ମ- ଭାଷା
- ମିକି ୧୭- ୭ ମାର୍ଚ୍ଚ- ଥିଏଟର- ଇଂରାଜୀ
- ନାଦାନିଆଁ – ମାର୍ଚ୍ଚ ୭ – ନେଟଫ୍ଲିକ୍ସ – ହିନ୍ଦୀ
- ଦି ଡିପ୍ଲୋମାଟ୍ – ମାର୍ଚ୍ଚ ୧୪ – ଥିଏଟର – ହିନ୍ଦୀ
- ବି ହାପି – ୧୪ ମାର୍ଚ୍ଚ – ପ୍ରାଇମ୍ ଭିଡିଓ – ହିନ୍ଦୀ
- କେଶରୀ ବୀର- ୧୪ ମାର୍ଚ୍ଚ- ଥିଏଟର- ହିନ୍ଦୀ
- ଇନ୍ ଗିଲୟୋ ମୋଁ – ୧୪ ମାର୍ଚ୍ଚ – ଥିଏଟର୍ – ହିନ୍ଦୀ
- ମାଇଁ ମେଲବୋର୍ଣ୍ଣ- ମାର୍ଚ୍ଚ 14- ଥିଏଟର – ହିନ୍ଦୀ, ଇଂରାଜୀ
- ସ୍ନୋ ହ୍ୱାଇଟ୍ – ମାର୍ଚ୍ଚ 21 – ଥିଏଟର – ଭାଷା
- ତୁମକୋ ମେରି କସମ – ୨୧ ମାର୍ଚ୍ଚ – ଥିଏଟର – ହିନ୍ଦୀ
- ବୈଦା- ୨୧ ମାର୍ଚ୍ଚ- ଥିଏଟର- ହିନ୍ଦୀ
- L2 ଏମ୍ପୁରାନ୍ – ୨୭ ମାର୍ଚ୍ଚ – ଥିଏଟର୍ସ – ପ୍ୟାନ୍ ଇଣ୍ଡିଆ ଫିଲ୍ମ
- ବୀର ଧୀରା ସୂରନ୍ ୨- ୨୭ ମାର୍ଚ୍ଚ- ଥିଏଟର- ତାମିଲ
- ସିକନ୍ଦର- ୨୮ ମାର୍ଚ୍ଚ- ଥିଏଟର- ହିନ୍ଦୀ
- ହରି ହରା ବୀରା ମଲ୍ଲୁ – ୨୮ ମାର୍ଚ୍ଚ – ଥିଏଟର୍ସ – ପ୍ୟାନ୍ ଇଣ୍ଡିଆ ଫିଲ୍ମ
- ରବିନ୍ ହୁଡ୍ – ୨୮ ମାର୍ଚ୍ଚ – ଥିଏଟର – ତେଲୁଗୁ
- ସଲମାନ ଖାନ-ସୁନିଲ ଶେଟ୍ଟୀଙ୍କ ଦସ୍ତକ