Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
May 15, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ମୁଖ୍ୟ ଖବର
  • ଇସ୍କନ ସହ ଜଡିତ ୧୭ ଜଣଙ୍କ ବ୍ଯାଙ୍କ ଆକାଉଣ୍ଟ ୩୦ ଦିନ ଫ୍ରିଜ
  • ଅନ୍ତର୍ଜାତୀୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଇସ୍କନ ସହ ଜଡିତ ୧୭ ଜଣଙ୍କ ବ୍ଯାଙ୍କ ଆକାଉଣ୍ଟ ୩୦ ଦିନ ଫ୍ରିଜ

November 30, 2024

ଢାକା: ବାଂଲାଦେଶରେ ଇସ୍କନ ବିରୋଧରେ ଚାଲିଛି କଡା କାର୍ଯ୍ଯାନୁଷ୍ଠାନ। ଇସ୍କନ ସହ ଜଡିତ ଥିବା ୧୭ ବ୍ଯକ୍ତି ବିଶେଷଙ୍କ ବ୍ଯାଙ୍କ ଆକାଉଣ୍ଟକୁ ୩୦ ଦିନ ଲାଗି ଫ୍ରିଜ କରିବା ଲାଗି ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିବା ଇସ୍କନ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସଙ୍କ ଆକାଉଣ୍ଟ ବି ଏଥିରେ ସାମିଲ ରହିଛି।

ଇସ୍କନ ଉପରେ ନିଷେଧାଦେଶ ଜାରି ଲାଗି ବାଂଲାଦେଶ ହାଇକୋର୍ଟ ଅଗ୍ରାହ୍ଯ କରିବା ପରେ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଛି। ବାଂଲାଦେଶ ଫିନାନ୍ସ ଇଣ୍ଟେଲିଜେନ୍ସ ୟୁନିଟ ବା ବିଏଫଆଇୟୁ ପକ୍ଷରୁ ଇସ୍କନ ସହ ସମ୍ପର୍କିତ ବିଭିନ୍ନ ବ୍ଯକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟ ଅଚଳ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏହି ବ୍ଯକ୍ତିବିଶେଷ କୌଣସି ପ୍ରକାର ଆର୍ଥିକ କାର୍ଯ୍ୟକଳାପ କରିପାରିବେ ନାହିଁ।

ଏହି ୧୭ ବ୍ଯକ୍ତି ବିଶେଷଙ୍କ ସବିଶେଷ ଆକାଉଣ୍ଟ କାରବାର ସମ୍ପର୍କରେ ତଥ୍ଯ ଦେବା ଲାଗି ବ୍ଯାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛି ବାଂଲାଦେଶ କେନ୍ଦ୍ରୀୟ ବ୍ଯାଙ୍କ। ଗତ ଅକ୍ଟୋବର ୩୦ରେ ଚାଟ୍ଟୋଗ୍ରାମର ନ୍ୟୁ ମାର୍କେଟ ଏରିଆରେ ହିନ୍ଦୁ ସମ୍ପ୍ରଦାୟର ଏକ ରାଲି ବେଳେ ବାଂଲାଦେଶ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ କ୍ରମେ ଚିନ୍ମୟଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା ପୋଲିସ। କୋତୱାଲ ପୋଲିସ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ମଞ୍ଚର ମୁଖପାତ୍ର ଥିବା ଚିନ୍ମୟ ଦାସଙ୍କୁ ଗତ ନଭେମ୍ବର ୨୫ ତାରିଖରେ ହଜରତ ଶାହଜଲାଲ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା।

Tags: Bangladesh bangladesh cricis bank account fridged

Continue Reading

Previous ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପୁଣି ନବଜାତକ ଗାଏବ
Next ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ ଠାବ

ଅଧିକ କାହାଣୀ

  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ

May 15, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବାଲେଶ୍ଵର ଭୋଗରାଇରେ ସିରିଜ ଲୁଟ୍

May 15, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ

May 15, 2025

Recent Posts

  • ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ
  • ବାଲେଶ୍ଵର ଭୋଗରାଇରେ ସିରିଜ ଲୁଟ୍
  • ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ
  • ମାତ୍ର ୨୩ ମିନିଟରେ ଆତଙ୍କବାଦୀଙ୍କ ଏକାଧିକ ଠିକଣା ଧ୍ଵଂସ
  • ବଲୁଚିସ୍ତାନ ଅକ୍ତିଆର ଦାବି କଲା BLA, କହିଲା ପାକିସ୍ତାନର ଆଉ ନୁହେଁ ବଲୁଚିସ୍ତାନ
  • ଯୁଦ୍ଧବିରତି ମଧ୍ୟରେ ଗାଜା ଉପରେ ଆଇଡିଏଫର ଜବରଦସ୍ତ ହମଲା
  • ପିପିଲିରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା
  • କେନାଲରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ
  • ବୁଢାରେ ଭରିଯିବ ତୁର୍କୀ, ଟେନସନ ବଢାଇଲା ଭଳି ଆସିଲା ରିପୋର୍ଟ
  • ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା
  • ରାଜ୍ୟ କ୍ୟାବିନେଟରେ ଆଜି ୬ଟି ପ୍ରସ୍ତାବକୁ ମଞ୍ଜୁରୀ
  • ପାଣି ପାଇଁ ପାକିସ୍ତାନର ଭାରତ ନିକଟରେ ଗୁହାରି
  • ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ ବିଜୟ ଶାହାଙ୍କ ଲାଗି ବଢ଼ିଲା ଅଡୁଆ
  • ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ମୁଖା ଖୋଲିଲେ ଜନସଂଗଠନ, ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ
  • ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି, ସଫଳତାର ଶିଖର ଛୁଇଁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ
Tweets by NandighoshaTV

ନଜର ପକାନ୍ତୁ

  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ

May 15, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବାଲେଶ୍ଵର ଭୋଗରାଇରେ ସିରିଜ ଲୁଟ୍

May 15, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏନକାଉଣ୍ଟରରେ ୧୦ ଜଣ ଉଗ୍ରପନ୍ଥୀ ନିହତ

May 15, 2025
1 min read
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ମାତ୍ର ୨୩ ମିନିଟରେ ଆତଙ୍କବାଦୀଙ୍କ ଏକାଧିକ ଠିକଣା ଧ୍ଵଂସ

May 15, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.