spot_img

Latest Posts

ଆଜିଠୁ ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ୍‌

ନୂଆଦିଲ୍ଲୀ: ବିରୋଧ ଭିତରେ ଦେଶରେ ଆଜିଠୁ ସିଏଏ ବା ନାଗରିକତା ସଂଶୋଧନ୍‌ ଆଇନ୍‌ ଲାଗୁ ହୋଇଛି। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ୧୯୯୫ ଆଇନରେ ସଂଶୋଧନ ପାଇଁ ସରକାର ନାଗରିକତା ସଂଶୋଧନ ବିଲ୍‌ ଆଣିଥିଲେ। ବିରୋଧ ଭିତରେ ସରକାର ସଂସଦର ଉଭୟ ସଦନରେ ବିଲକୁ ପାସ୍‌ କରିଥିଲେ। ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା। ରାଷ୍ଟ୍ରପତିଙ୍କୁ ହସ୍ତାକ୍ଷର ପରେ ଏହା ଆଇନରେ ପରିଣତ ହୋଇଛି।

ନାଗରିକତା ସଂଶୋଧନ ବିଲ୍ ୨୦୧୯ କ’ଣ ? ଜାଣନ୍ତୁ ସବିଶେଷ ତଥ୍ୟ

ଏଥିସହ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଳ୍ପସଂଖ୍ୟକ ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍‌, ଇସାଇ, ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ମିଳିବା ସହଜ ହେବ । ପୂର୍ବରୁ ଏହି ଶରଣାର୍ଥୀଙ୍କୁ ଅବୈଧ କୁହାଯାଉଥିଲା । ଏଥିରେ ମୁସଲିମଙ୍କୁ ସାମିଲ୍‌ କରାଯାଇ ନଥିବାରୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି ।

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

Latest Posts

Don't Miss