ତାଜା ଖବର କଟକ : ବାରବାଟୀରେ ବିରାଟ ବାହିନୀର ସୁପର ସୋ । ଓ୍ୱେଷ୍ଟଇଣ୍ଡିଜର ୩୧୬ ରନର ବଡ଼ ସ୍କୋରର ଚେଜ୍ କରି ଜିତିଲେ ବିରାଟ ଏଣ୍ଡ କୋ । ୪ ଓ୍ୱିକେଟରେ ଜିତିଲା ଭାରତ । ୨-୧ରେ ଜିରିଜ୍ ହାତେଇଲା ଭାରତ । ଭାରତ ପାଇଁ ପୁଣି ଲକି ସାବ୍ୟସ୍ତ ହେଲା ବାରବାଟୀ ଗ୍ରାଉଣ୍ଡ । December 22, 2019 Post navigation Previous ‘ଆଧାରକାର୍ଡ, ପାସପୋର୍ଟ ଓ ଭୋଟର କାର୍ଡ ନାଗରିକତ୍ୱର ପ୍ରମାଣ ନୁହେଁ’Next ନୂଆଦିଲ୍ଲୀ: କିରାରିରେ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ । ୪ ମହଲାକୁ ବ୍ୟାପିଗଲା ନିଆଁ । ଜୀଅନ୍ତା ଜଳିଗଲେ ୯ ଜଣ । ୧୨ ଜଣ ଉଦ୍ଧାର, ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସୂଚନା ।