spot_img

Latest Posts

ମୁମ୍ବାଇ : ନିର୍ବାଚନ ପ୍ରତିଶୃତି ପୂରଣ କଲା ଶିବସେନା । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷକଙ୍କର ଋଣ ଛାଡ଼କଲେ ମହାରାଷ୍ଟ୍ର ସରକାର । ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବ୍ୟାଙ୍କରେ ସିଧାସଳଖ ଜମା ହେବ ଟଙ୍କା, ମାର୍ଚ୍ଚରୁ ଏହାକୁ ଲାଗୁ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

Latest Posts

Don't Miss