ଭୁବନେଶ୍ୱର : ସହରାଞ୍ଚଳରେ ନିଜସ୍ୱ ଆୟବୃଦ୍ଧି, ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ ପାଇଁ ଜନଗ୍ରହ ସହିତ ବୁଝାମଣା ସ୍ଵାକ୍ଷର ।ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ନିମନ୍ତେ ଭାରତୀୟ ଐତିହ୍ୟ ସହର ନେଟୱର୍କ ଫାଉଣ୍ଡେସନ ସହିତ ବୁଝାମଣାପତ୍ର । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।