spot_img

Latest Posts

ସମ୍ୱଲପୁର : ଧାନର ଅଭାବି ବିକ୍ରି ପ୍ରସଙ୍ଗ । ଚାଷୀ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦା କରିଥିବା ବେଳେ ଆଜି ରେଙ୍ଗାଲୀ ବିଧାୟକ ନାଉରି ନାୟକଙ୍କ ଘର ଆଗରେ ଧାନ ଗଦା କରିଛନ୍ତି । ବିଧାୟକଙ୍କ ଘର ଆଗରେ ପୋଲିସ ମୁତୟନ ହୋଇଛନ୍ତି ।

')}

Latest Posts

Don't Miss