ସତରେ କଣ ପ୍ରେମିକାମାନେ ପ୍ରେମିକଙ୍କ ପୋଷାକ ପିନ୍ଧିବାକୁ ଭଲପାଆନ୍ତି । ଯଦି ହଁ ତେବେ ଜାଣନ୍ତୁ…

1 min read

ସବୁବେଳେ ପ୍ରେମୀର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ଝିଅମାନେ । ଖାସକରି ଝିଅମାନେ ତାଙ୍କ ପ୍ରେମିକଙ୍କ ଟି-ସାର୍ଟ, ହୁଡ଼ିସ ଗୁଡ଼ିକ ପିନ୍ଧିବାକୁ ବେଶୀ ପସନ୍ଦ କରନ୍ତି । କଣ ଆପଣ ଜାଣନ୍ତି କି ବୟଫ୍ରେଣ୍ଡର ପୋଷାକ ପିନ୍ଧିବା ଦ୍ବାରା କଣ ସବୁ ଫାଇଦା ମିଳିଥାଏ । ଏକ ରିସର୍ଚରୁ ଜଣାପଡ଼ିଛି ଯେଉଁ ଝିଅମାନେ ତାଙ୍କ ବୟଫ୍ରେଣ୍ଡର ପୋଷାକ ପିନ୍ଧିଥାନ୍ତି ସେମାନଙ୍କ ପାଖରେ ମାନସିକ ଦୁଶ୍ଚିନ୍ତା କମ୍ ଥାଏ । ଏହା ଏକ ସକାରତ୍ମକ ଚିନ୍ତାଧାରା ବୋଲି ଜଣାପଡ଼ିଛି ।

ରିସର୍ଚରୁ କୁହାଯାଇଛି ରିଲେସନସିପ୍ ରେ ରହିଲା ପରେ ମଧ୍ୟ ଯଦି ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି ଏବଂ ଏକୁଟିଆ ଅନୁଭବ କରୁଛନ୍ତି ତେବେ ଆପଣଙ୍କ କଷ୍ଟରୁ ନିବାରଣ ପାଇଁ ଆପଣ ଆପଣଙ୍କ ବୟଫ୍ରେଣ୍ଡର ପୋଷାକ ପିନ୍ଧିବା ଆରମ୍ଭ କରନ୍ତୁ । ବ୍ରିଟିସ କଲୋମ୍ବିଆ ବି୍ଶ୍ୱବିଦ୍ୟାଳୟ ଶୋଧକର୍ତ୍ତାଙ୍କ ଅନୁସାରେ ବୟଫ୍ରେଣ୍ଡର କୌଣସି ବି କପଡ଼ା ପିନ୍ଧିବା ତାଙ୍କର ବାସ୍ନା ଚିନ୍ତା, ଏକୁଟିଆପଣ ଆଦିରୁ ଛୁଟକାରା ମିଳିଥାଏ ।

')}

Leave a Reply