spot_img

Latest Posts

ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ଆଗତ ହେଲା ୨୦୧୯-୨୦ର ଅତିରିକ୍ତ ବଜେଟ୍। ୮,୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ । ଗୃହ କାର୍ଯ୍ୟ ଆସନ୍ତାକାଲି ଯାଏ ମୁଲତବି । ପ୍ରଶାସନିକ ବ୍ୟୟ ୨୬୭ କୋଟି ୨୩ ଲକ୍ଷ । କାର୍ଯ୍ୟକ୍ରମ ବ୍ୟୟ ୭,୩୨୨ କୋଟି ୮୦ ଲକ୍ଷ ଟଙ୍କା ।

')}

Latest Posts

Don't Miss