ଟେରର ଫଣ୍ଡିଂ ଲିଙ୍କରେ ଶ୍ରୀନଗରର ବିଭିନ୍ନ ସ୍ଥାନରେ ରେଡ୍
1 min readଶ୍ରୀନଗର: ଟେରର ଫଣ୍ଡିଂ ଲିଙ୍କରେ ଶ୍ରୀନଗରରେ ରେଡ୍ । ପରିମ୍ପୋରା, ଜଓ୍ବାହର ନଗର, ନଟିପୁରା, ବୁଲବୁଲ ବାଗ ଭଳି ଅଞ୍ଚଳରେ ରାଜ୍ୟ ତଦନ୍ତ ଏଜେନ୍ସି (ଏସଆଇଏ) ରେଡ ଜାରି ରଖିଛି।
ଏସଆଇଏ ଟିମ ସହ ସ୍ଥାନୀୟ ପୋଲିସ ଓ ସିଆରପିଏଫ ଟିମ ରେଡରେ ସାମିଲ ହୋଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ବିଦେଶୀ ଲିଙ୍କରେ ଆଜି ସକାଳୁ ଟିମ୍ ଚଢ଼ାଉ ଜାରି ରଖିଥିବା ନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
Jammu and Kashmir | State Investigation Agency (SIA) raids underway at multiple locations in Srinagar in connection with a militant funding case. pic.twitter.com/cnERtGdyIu
— ANI (@ANI) February 3, 2023