spot_img

Latest Posts

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବାଣୀବିହାର ସିଣ୍ଡିକେଟ୍ ଅଫିସରେ ନିଆଁ ଲାଗିଥିବା ସୂଚନା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । କ୍ଷୟକ୍ଷତିର ସୂଚନା ମିଳିନି । ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ।

Latest Posts

Don't Miss