ରାଜ୍ୟରୁ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬ ହଜାର ୮୫୪ ଜଣ ସଂକ୍ରମିତ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗିଥିବା ବେଳେ ଦୈନିକ ସୁସ୍ଥତା ବି ରେକର୍ଡ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୫୮୪ ଜଣ କରୋନାକୁ ମାତ୍ ଦେଇ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣ ଭଳି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରହିଛି ସୁସ୍ଥତା ହାର । ଏଥିସହ ରାଜ୍ୟର ମୋଟ ୪ ଲକ୍ଷ ୨୩ ହଜାର ୨୫୭ ଜଣ କରୋନାକୁ ହରାଇଛନ୍ତି ।
Another 6854 Covid patients have recovered and are being discharged on 06.05.2021
1091 from Khordha
421 from Jharsuguda
415 from Nabarangpur
370 from Sundargarh
358 from Bolangir
348 from Anugul
308 from Bargarh
301 from Jajapur
300 from Keonjhar
289 from Mayurbhanj— H & FW Dept Odisha (@HFWOdisha) May 6, 2021
ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୪୨୧ ଜଣ, ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡ଼ରୁ ୩୭୦, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୮, ବରଗଡ଼ରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩ ଶହ, ମୟୂରଭଞ୍ଜରୁ ୨୮୯, ନୂଆପଡ଼ାରୁ ୨୮୨, ଗଞ୍ଜାମ ଏବଂ କଳାହାଣ୍ଡିରୁ ୨୭୪ ଜଣ ଲେଖାଏଁ, ପୁରୀରୁ ୨୫୯, କଟକରୁ ୧୯୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
32 from Malkangiri
28 from Deogarh
15 from Boudh
11 from Dhenkanal
212 from State PoolThe total recovered cases of Odisha now stand at 423257
— H & FW Dept Odisha (@HFWOdisha) May 6, 2021
ସେହିଭଳି ଗଜପତିରୁ ୧୦୯, ନୟାଗଡ଼ରୁ ୧୦୪, ବାଲେଶ୍ୱରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।