ରାଜ୍ୟରେ ସୁସ୍ଥ ହେଲେ ୪୫୨୧ ଜଣ ନୂଆ କରୋନା ରୋଗୀ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ଭୟ ଭିତରେ ଆଶ୍ୱସ୍ତୀ ଦେଉଛି କରୋନା ସୁସ୍ଥଙ୍କ ହାର। ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ିବାକୁ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ରାଜ୍ୟରେ ଆଜି ଆଉ ୪ ହଜାର ୫୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇଛନ୍ତି ।
Another 4521 Covid patients have recovered and are being discharged on 28.04.2021
721 from Sundargarh
596 from Khordha
366 from Nuapada
320 from Bolangir
272 from Kalahandi
253 from Cuttack
241 from Sambalpur
192 from Puri
191 from Bargarh
168 from Jharsuguda— H & FW Dept Odisha (@HFWOdisha) April 28, 2021
ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗିରରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩ ଜଣ, ସମ୍ବଲପୁରରୁ ୨୪୧, ବରଗଡ଼ରୁ ୧୯୧, ଝାରସୁଗୁଡ଼ାରୁ ୧୬୮, ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୂରଭଞ୍ଜରୁ ୮୬, କେନ୍ଦ୍ରାପଡ଼ାରୁ ୮୫, ରାୟଗଡ଼ାରୁ ୮୫, ନୟାଗଡ଼ରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୁଳ, ଭଦ୍ରକ ଓ ଗଜପତିରୁ ୪୩ ଲେଖାଏଁ, ସୋନପୁରରୁ ୪୨, ବାଲେଶ୍ୱରରୁ ୩୯, କୋରାପୁଟରୁ ୨୭, ଦେବଗଡ଼ରୁ ୨୧, କନ୍ଧମାଳରୁ ୨୦, ଢ଼େଙ୍କାନାଳରୁ ୧୯, ମାଲକାନାଗିରିରୁ ୧ ଓ ଷ୍ଟେଟ୍ ପୁଲରୁ ୧୨୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
20 from Kandhamal
19 from Dhenkanal
1 from Malkangiri
125 from State PoolThe total recovered cases of Odisha now stand at 375721
— H & FW Dept Odisha (@HFWOdisha) April 28, 2021