spot_img

Monthly Archives: January, 2026

Browse our exclusive articles!

ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ

ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଅଘଟଣ  । ଆମୋନିଆ ଗ୍ୟାସ ଲିକ ଯୋଗୁ...

ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW

ନନ୍ଦିଘୋଷ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା । ମାମଲାକୁ...

ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ

ଭାରତୀୟ ନୌସେନାର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ...

ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ

ନନ୍ଦିଘୋଷ ବ୍ୟୁରୋ :  ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ଦୁର୍ଘଟଣାର...

ଛତିଶଗଡ ଗରିଆବନ୍ଧରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

ଭୁଶୁଡୁଛି ଲାଲ ଦୁର୍ଗ॥ ଛତିଶଗଡ ଗରିଆବନ୍ଧରେ ୯ ନକ୍ସଲଙ୍କ ଆତ୍ମ ସମର୍ପଣ। ଅସ୍ତ୍ରଶସ୍ତ୍ର ସହ ଗରିଆବନ୍ଧ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ନକ୍ସଲ। ଏମାନଙ୍କ ନାଁରେ ମୋଟ ୪୫ ଲକ୍ଷ ଟଙ୍କାର...

ସୁନ୍ଦରଗଡ଼ ଜିଲ୍ଲା ଜଲଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଅଂଶବିଶେଷ ଯିବ କାନାଡ଼ା

ସୁନ୍ଦରଗଡ଼ ଜିଲ୍ଲା ଜଲଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ବିମାନର ଅଂଶବିଶେଷ ଯିବ କାନାଡ଼ା। ଏଥିପାଇଁ କାନାଡ଼ାରୁ ଆସୁଛି ସ୍ଵତନ୍ତ୍ର କଣ୍ଟେନର। ରାଉରକେଲାରେ ଏହି କଣ୍ଟେନର ପହଞ୍ଚିଵା ପରେ ଆସନ୍ତା ୨୪ ତାରିଖରେ ତାକୁ...

ନିଶା ବେପାରର ହବ୍ ପାଲଟିଛି ଓଡ଼ିଶା: ଗୋଆରୁ ଓଡିଶାକୁ ଲମ୍ବିଛି ଚେର

ନିଶା ବେପାରର ହବ୍ ପାଲଟିଛି ଓଡ଼ିଶା। ଗୋଆରୁ ଓଡିଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ବ୍ୟାପକ ରେଡ଼ କଲା ଇଡି ।...

ଭୁବନେଶ୍ଵର ୧ ନମ୍ଵର ହାଟରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ୪୦ରୁ ଅଧିକ ଦୋକାନ

ଭୁବନେଶ୍ଵର ୧ ନମ୍ଵର ହାଟରେ ପୁଣି ଅଗ୍ନିକାଣ୍ଡ। ଗତ ରାତିରେ ନିଆଁ ଲାଗି ୪୦ରୁ ଅଧିକ ଦୋକାନ ଜଳି ଯାଇଛି। ୧ କୋଟିରୁ ଅଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ। ସୂଚନା ଅନୁସାରେ...

ଖୋର୍ଦ୍ଧା ପରିଛଳ ଜାମୁସାହି ଗୁଳିକାଣ୍ଡ ଘଟଣା ; ଦୁର୍ବୃତ୍ତ ଏବେ ବି ଫେରାର

ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ପରିଛଳ ଜାମୁସାହି ଗୁଳିକାଣ୍ଡ ଘଟଣାରେ ଦୁର୍ବୃତ୍ତ ଏବେ ବି ଫେରାର। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଗତକାଲି ରାତିରେ ବାସୁଦେବ ପରିଡ଼ାଙ୍କୁ ଗୁଳି...

Popular

ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW

ନନ୍ଦିଘୋଷ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା । ମାମଲାକୁ...

ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ

ଭାରତୀୟ ନୌସେନାର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ...

ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ

ନନ୍ଦିଘୋଷ ବ୍ୟୁରୋ :  ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ଦୁର୍ଘଟଣାର...

କଲ୍ୟାଣସିଂହପୁର ଘଟଣାକୁ ନେଇ ମାନସ ମଙ୍ଗରାଜଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ସାଂଘାତିକ ଘଟଣାକୁ ନେଇ ଗଭୀର ଉଦବେଗ...