LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Home
2020
Yearly Archives: 2020
ଓଡ଼ିଶା
ଉଚ୍ଚଶିକ୍ଷା ବିଭାଗ ସ୍କାନରରେ ସରକାରୀ ଅଧ୍ୟାପକ, ୧୧୧ଜଣ ଚିହ୍ନଟ
Nandighosha Tv
-
January 27, 2020
0
ତାଜା ଖବର
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ୍ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ସୂଚନା ଦେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।
Nandighosha Tv
-
January 27, 2020
0
ତାଜା ଖବର
ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଭାଙ୍ଗିବ ବିଧାନ ପରିଷଦ । ବିଧାନ ପରିଷଦ ଭଙ୍ଗ ନେଇ ବିଧାନସଭାରେ ସଂକଳ୍ପ ପାରିତ । କେନ୍ଦ୍ରକୁ ସଂକଳ୍ପ ପାରିତ ନେଇ ଅବଗତ କରାଇବ ବିଧାନସଭା ।
Nandighosha Tv
-
January 27, 2020
0
ତାଜା ଖବର
ବଲାଙ୍ଗିର: ବେଳଗାଁ ବିଦେଶୀ ମଦ ଦୋକାନ ଆଗରେ ଗୁଳିମାଡ଼ । ମଦ ପିଉଥିବା ବେଳେ ବଚସାରୁ ଜଣେ ଯୁବକଙ୍କୁ ଅନ୍ୟଜଣେ ଗୁଳି ମାରିଥିବା ସୂଚନା । ଯୁବକଙ୍କ ହାତ ପାପୁଲିରେ ବାଜିଛି ଗୁଳି । ଗୁରୁତର ମମିଳ ମହଲିଙ୍ଗ ବୁର୍ଲା ବଡ଼ ମେଡିକାଲ ସ୍ତାନାନ୍ତର ।
Nandighosha Tv
-
January 27, 2020
0
ତାଜା ଖବର
ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ‘ମାମଲା’ । ଦୋଷୀ ମୁକେଶର ରିଟ୍ ପିଟିସନର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିବା ଚ୍ୟାଲେଞ୍ଜ କରି ହୋଇଥିଲା ରିଟ୍ ପିଟିସନ୍ ।
Nandighosha Tv
-
January 27, 2020
0
ଜାତୀୟ
ସଂଶୋଧିତ ନାଗରିକତା ଆଇନକୁ କେରଳ, ପଞ୍ଜାବ ଓ ରାଜସ୍ଥାନ ପରେ ମୁହଁ ମୋଡ଼ିଲେ ଦିଦି
Nandighosha Tv
-
January 27, 2020
0
ଓଡ଼ିଶା
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ୨ଟି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ କଲେ ମାଓବାଦୀ
Nandighosha Tv
-
January 27, 2020
0
ତାଜା ଖବର
ମୟୂରଭଞ୍ଜ: ରାସ୍ତାକଡ଼କୁ ଓଲଟିଲା ବସ୍ । ମାଣତ୍ରୀରୁ ବଡ଼ସାହି-ବାରିପଦା ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ । ବହୁ ଯାତ୍ରୀ ଗୁରୁତର ଆହତ ସୂଚନା । ଆହତ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି, ଗୁରୁତରଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲ ସ୍ଥାନାନ୍ତରିତ ।
Nandighosha Tv
-
January 27, 2020
0
ଓଡ଼ିଶା
ସିସିଟିଭିରେ ଲୁଟ୍ LIVE: ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ୬ଲକ୍ଷ
Nandighosha Tv
-
January 27, 2020
0
ତାଜା ଖବର
କଟକ: ମା’ ତାରିଣୀ ଇସକନ ପ୍ରା ଲିଃର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । କଟକ ଉପଖଣ୍ଡରେ ଥିବା ୪୨ ଏକର ଜମି ଓ ବିଭିନ୍ନ ବ୍ୟାଙ୍କରେ ଥିବା ୫୧ ଲକ୍ଷ ୫୭ ହଜାର ଟଙ୍କା ଜମାକାରୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ।
Nandighosha Tv
-
January 27, 2020
0
1
...
1,413
1,414
1,415
...
1,487
Page 1,414 of 1,487