spot_img

Monthly Archives: August, 2020

Browse our exclusive articles!

ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଲିଭାଇବାକୁ ୨୧ଟି ଅଗ୍ନିଶମ ଗାଡ଼ି ନୟାନ୍ତ !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମାୟାପୁରୀ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ରାତି...

କଟକରେ ମିନି ବାଲିଯାତ୍ରା !

କଟକ: ସରିଛି ଦଶହରା । ମେଲାଣି ନେଇଛନ୍ତି ମାଆ । ହେଲେ...

କୋଟିଆ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ନେଇ ବିଜ୍ଞପ୍ତି ପ୍ରକାଶ...

ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇବେ ଲକ୍ଷ ଲକ୍ଷ ଲୋକ !

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଫ୍ରାନ୍ସରେ ବଢୁଛି ଅସ୍ଥିରତା। ପ୍ୟାରିସ୍ ସମେତ...

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗୁରୁବାରରେ ପୁଣି ୧୦ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ ।...

ଶ୍ୱଶୁର ଘରୁ ଆସିଥିବା ପିଠା ଓ ମିଠା ଖାଇ ପରିବାର ଅସୁସ୍ଥ

ବାଲେଶ୍ୱର: ବନ୍ଧୁଘରୁ ଆସିଥିବା ପିଠା ଓ ମିଠା ଖାଇ ୩୦ରୁ ଅଧିକ ଅସୁସ୍ଥ  । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଶାସନପାଳ ପଞ୍ଚାୟତର ତୋଟାପଡ଼ା ଗାଁରେ ୩୦ଜଣରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି ।...

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ପାର୍, ଚିନ୍ତା ବଢାଇଲା ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏବେ ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର...

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟ ତିଥି । ଏ ଅବସରରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସ୍ଥଳ ସଦୈବ ଅଟଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ...

ଲଘୁଚାପ କାରଣରୁ ଲଗାଣ ବର୍ଷାରେ ବେହାଲ ହେଲା ଅଧା ଓଡ଼ିଶା

ମାଲକାନଗିରି: ମାଲକାନଗିରିରେ ୭ ଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଜିଲ୍ଲାର ବିଭିନ୍ନ ନଦୀନାଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି ବିଭିନ୍ନ ସ୍ଥାନରେ ପୋଲ ଉପରେ...

Popular

କଟକରେ ମିନି ବାଲିଯାତ୍ରା !

କଟକ: ସରିଛି ଦଶହରା । ମେଲାଣି ନେଇଛନ୍ତି ମାଆ । ହେଲେ...

କୋଟିଆ ବିବାଦ: ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ନେଇ ବିଜ୍ଞପ୍ତି ପ୍ରକାଶ...

ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇବେ ଲକ୍ଷ ଲକ୍ଷ ଲୋକ !

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଫ୍ରାନ୍ସରେ ବଢୁଛି ଅସ୍ଥିରତା। ପ୍ୟାରିସ୍ ସମେତ...

ବାତ୍ୟାକୁ ନେଇ ଆସିଲା ବଡ ଅପଡେଟ୍ !

ନନ୍ଦିଘୋଷ ବ୍ୟୁରୋ: ବାତ୍ୟାକୁ ନେଇ ପଶିଲା ଛନକା। ଓଡିଶା ପାଇଁ ବଢିଲାଣି...