LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Monthly Archives: July, 2020
Search
Browse our exclusive articles!
ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ
39 minutes ago
0
ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ...
ଅଭାବନୀୟ ଘଟଣା, ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର
41 minutes ago
0
ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର । ବାଲେଶ୍ୱର ଜିଲ୍ଲା...
ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ: ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି
43 minutes ago
0
ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଗତକାଲି ରାତି...
ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
2 hours ago
0
ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...
ଜଳ ସଙ୍କଟକୁ ଏଡ଼ାଇବା ପାଇଁ ନୂଆ ପଦକ୍ଷେପ
ଓଡ଼ିଶା
Rashmipriya lenka
-
July 25, 2020
ଭୁବନେଶ୍ୱର: ଆଗକୁ ହେବନି ଜଳ ସଙ୍କଟ । ଏନେଇ ସରକାରଙ୍କ ନୂଆ ପଦକ୍ଷପ ସମସ୍ତଙ୍କ ହିତରେ ଜାରି ହେବ । ଆଗକୁ କିଭଳି ଜଳ ସଙ୍କଟକୁ ଏଡ଼ାଇ ହେବ ସେନେଇ ସରକାରଙ୍କ ଏହି...
କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା
କରୋନା
Web Admin
-
July 25, 2020
ମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍ରାଜ ସିଂହ ଚୌହାନ...
ନନ୍ଦିଘୋଷଟିଭି ପ୍ରଭାବ, ଚାଉଳରେ ପୋକ ସାଲୁବାଲୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ..
ଓଡ଼ିଶା
Web Admin
-
July 25, 2020
ସୁନ୍ଦରଗଡ଼: ନନ୍ଦିଘୋଷଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ପୋକରା ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠା । ରଉରକେଲା ପ୍ଲାଣ୍ଟ ସାଇଟ୍ କଣ୍ଟ୍ରୋଲ ଦୋକାନରେ ପୋକ ସାଲୁବାଲୁ ପିଡିଏସ୍ ଚାଉଳ ବଣ୍ଟନ କରାଯିବା ଘଟଣା । ପୋକରା ଚାଉଳ ବଣ୍ଟନ ନେଇ କଣ୍ଟ୍ରୋଲ ଡିଲରଙ୍କୁ ଦାୟୀ କରାଯାଇଛି । କଣ୍ଟ୍ରୋଲ ଡିଲର ଗୋଦାମରେ ପୋକ ଚାଉଳ ଗଛିତ ରଖି ଵଣ୍ଟନ କରିଥିଲେ ବୋଲି ଅଭିଯୋଗ ହୋଇଛି ଯୋଗାଣ ବିଭାଗ ମାର୍କେଟିଂ ଇନସପେକ୍ଟର ଘଟଣାର ତଦନ୍ତ କରି ଏହି ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଜିଲ୍ଲା ଯୋଗାଣ ଅଧିକାରୀ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । ପୋକରା ଚାଉଳ ବଣ୍ଟନ କରିଥିବା କଣ୍ଟ୍ରୋଲ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏନେି ସୁଚନା ଦେଇଛନ୍ତି । ପୋକ ସାଲୁବାଲୁ ଚାଉଳ ବଣ୍ଟନ ହେଉଥିବା ନେଇ ଶୁକ୍ରବାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।
ପ୍ଲାଜ୍ମା ଦାତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶା
Web Admin
-
July 25, 2020
ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ପ୍ଲାଜମା ଦାନ କରିଥିବା ଅଗ୍ନିଶମ ଓ ପୋଲିସ ବାହିନୀଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟ୍ ମାଧ୍ୟମରେ ନବୀନ ଧନ୍ୟବାଦ ଜଣାଇଛନ୍ତି । ଏମିତିକି ନିଜ ଟ୍ୱିଟ୍ ଆକାଉଣ୍ଟରେ ଜଣ ଜଣଙ୍କ ନାଁ ଲେଖି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାନବିକତା ଓ ସେବା ମନୋଭାବକୁ ନେଇ ଢ଼େର ପ୍ରଶଂସା କରିଛନ୍ତି । ଏହି ପ୍ଲାଜ୍ମା ଦାତା ସମସ୍ତଙ୍କ ପାଇଁ ଉଦାହରଣ ବୋଲି ସେ କହିଛନ୍ତି । ରାଜ୍ୟରେ ପ୍ଲାଜମା ଥେରପି ଚମତ୍କାର କରୁଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜ୍ମା ରାମବାଣ ସଦୃଶ କାମ କରୁଛି । ଡାକ୍ତର ଓ ରୋଗୀଙ୍କ ପାଇଁ ଆଶା ସଞ୍ଚାର କରିଛି ପ୍ଲାଜମା ଥେରାପି । ଏହି ଚିକିତ୍ସା ସମସ୍ତଙ୍କ ମନରେ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି । ତେବେ ରାଜ୍ୟରେ ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ରାଜ୍ୟରେ ଆଉ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରେ ପୁଣି ସର୍ବାଧିକ । ୮୮୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ
ତାଜା ଖବର
Web Admin
-
July 25, 2020
1
...
67
68
69
...
313
Page 68 of 313
Popular
ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ
Manasa Ranjan Pradhan
-
January 14, 2026
ଅଭାବନୀୟ ଘଟଣା, ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର
ଓଡ଼ିଶା
January 14, 2026
0
ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର । ବାଲେଶ୍ୱର ଜିଲ୍ଲା...
ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ: ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି
ଓଡ଼ିଶା
January 14, 2026
0
ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଗତକାଲି ରାତି...
ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଅନ୍ତର୍ଜାତୀୟ
January 14, 2026
0
ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...
ଆହୁରି ୩ ଦିନ ଯାଏ ଜାରି ରହିବ ଶୀତ ଲହରୀ…
ଓଡ଼ିଶା
January 13, 2026
0
ଭୁବନେଶ୍ବର : ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ...