୫ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ।ଢେଙ୍କାନାଳ,କେନ୍ଦୁଝର,କଟକ,ଖୋର୍ଦ୍ଧା ଓ ପୁରୀକୁ ରେଡ୍ ଆଲର୍ଟ।ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି।ସୁନ୍ଦରଗଡ଼,ସମ୍ୱଲପୁର,ବୌଦ୍ଧ,କନ୍ଧମାଳ,ଗଜପତିକୁ ୟେଲୋ ଓ୍ୱାର୍ଣ୍ଣିଂ। ଆସନ୍ତାକାଲି ପରେ ବର୍ଷା ପରିମାଣ କମିବା ସମ୍ଭାବନା।

')}

Leave a Reply

Your email address will not be published.