ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କାଲି ତ୍ରିଶୂଳିଆ ବ୍ରିଜ୍ ଉପରେ ବାଇକ୍ ରଖି ଡେଇଁ ପଡିଥିଲେ ଯୁବକ । କାଠଯୋଡ଼ି ନଦୀ ଗର୍ଭରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ମୃତକ ଦେବବ୍ରତ ମାଝି,ଘର ରାଜଧାନୀ ଉପକଣ୍ଠ ଗାଡ଼କଣରେ ।

')}

Leave a Reply

Your email address will not be published.