ବାଲେଶ୍ୱର : ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ନୀଳଗିରି ଥାନା ଗୋପୀନାଥପୁର ନୂଆସାହି ଗାଁର ଘଟଣା । ନୀଳଗିରି ଥାନରେ ଆତ୍ମସମର୍ପଣ କଲା ସ୍ୱାମୀ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।

')}

Leave a Reply

Your email address will not be published.