ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଓଡିଶା ପୋଲିସର ବ୍ଲୁ ପ୍ରିଣ୍ଟ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷକୁ ନିପାତ କରିବାକୁ ଲକ୍ଷ୍ୟ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୬୨୭ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଛି ଓଡ଼ିଶା ପୋଲିସ । ସମସ୍ତ ଜିଲ୍ଲାର ଏସପି ଓ ତଦନ୍ତକାରୀ ସଂସ୍ଥାମାନଙ୍କୁ ଆଲର୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଡିଜିପି ।

')}

Leave a Reply

Your email address will not be published.