କର୍କଟ ରୋଗୀଙ୍କ ପାଇଁ ଜିଲ୍ଲାସ୍ତରରେ ଆରମ୍ଭ ହେଲା ପାଲେଟିଟିଭ କେୟାର ପ୍ରୋଗ୍ରାମ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ହସ୍ପିଟାଲ ଓ RGH ସହ ସବୁ ଜିଲ୍ଲା ଚିକିତ୍ସାଳୟରେ ମିଳିବ ସୁବିଧା । ପ୍ରାଥମିକ ପର୍ଯାୟରେ ୧୦ଟି ଜିଲ୍ଲାରେ ଆରମ୍ଭ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.