ଓଟିଇଟି ପରୀକ୍ଷା ବିଭ୍ରାଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ନଭେମ୍ୱର ୨୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇଁ ନିର୍ଦ୍ଦେଶ । ପରୀକ୍ଷା ପରିଚାଳନା ତ୍ରୁଟି ସୁଧାରିବା ପାଇଁ ବୋର୍ଡକୁ ନିର୍ଦ୍ଦେଶ । ଓଟିଇଟି ପ୍ରଶ୍ନପତ୍ର ଭୁଲଥିବା ସ୍ୱୀକାର କଲେ ମନ୍ତ୍ରୀ । ରିଚେକିଂ ପାଇଁ ପରୀକ୍ଷାର୍ଥୀ ଦେଇଥିବା ଟଙ୍କା ଫେରସ୍ତ ହେବ ।

')}

Leave a Reply

Your email address will not be published.