ରାଷ୍ଟ୍ରପତି ନିର୍ବାଚନ ଘୁଞ୍ଚାଇବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଆହ୍ୱାନ

1 min read

President Donald Trump wears a face mask as he participates in a tour of Bioprocess Innovation Center at Fujifilm Diosynth Biotechnologies, Monday, July 27, 2020, in Morrisville, N.C. (AP Photo/Evan Vucci)

Spread the love

ଓ୍ୱାସିଂଟନ: ରାଷ୍ଟ୍ରପତି ନିର୍ବାଚନ ଘୁଞ୍ଚାଇବାକୁ ଡୋନାଲଡ ଟ୍ରମ୍ପଙ୍କ ଆହ୍ୱାନ । କରୋନା ସଙ୍କଟ ନହଟିବା ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲୋକମାନେ ମତଦାନ କେନ୍ଦ୍ରକୁ ଆସି କିପରି ନିରାପଦ ମତଦାନ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ଟ୍ରମ୍ପ । ଲୋକେ ଘରେ ବସି ମେଲ ମାଧ୍ୟମରେ ଭୋଟିଂ କଲେ ଦୁର୍ନୀତି ହେବ । ଯାହା ଆମେରିକାର ଭବିଷ୍ୟତ ପାଇଁ ଠିକ୍ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି  । ଚଳିତ ବର୍ଷ ନଭେମ୍ବର ୨୦ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ  । ତେବେ ପ୍ରକୃତରେ ଆମେରିକାରେ ନିର୍ବାଚନ ଘୁଞ୍ଚାଇବାକୁ ହେଲେ ସମ୍ବିଧାନର ସଂଶୋଧନ କରିବାକୁ ପଡିବ  । ଯାହା ଆଦୌ ସମ୍ଭବ ନୁହେଁ  । କାରଣ ବିରୋଧୀ ଦଳ ବା ଡେମୋକ୍ରାଟିକ ପାର୍ଟିର ବିନା ସହମତିରେ ସମ୍ବିଧାନ ସଂଶୋଧନ କରିବା ଆଦୌ ସମ୍ଭବ ନୁହେଁ  ।

ରାଷ୍ଟ୍ରପତି ନିର୍ବାଚନ ଘୁଞ୍ଚାଇବାକୁ ଡୋନାଲଡ ଟ୍ରମ୍ପଙ୍କ ଆହ୍ୱାନ

#ରାଷ୍ଟ୍ରପତି_ନିର୍ବାଚନ_ଘୁଞ୍ଚାଇବାକୁ_ଡୋନାଲଡ_ଟ୍ରମ୍ପଙ୍କ_ଆହ୍ୱାନ । କରୋନା ସଙ୍କଟ ନହଟିବା ପର୍ଯ୍ୟନ୍ତ ନିର୍ବାଚନ ନ କରିବାକୁ ଟୁଇଟ କରି ଆହ୍ୱାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲୋକ ମାନେ ମତଦାନ କେନ୍ଦ୍ରକୁ ଆସି କିପରି ନିରାପଦ ମତଦାନ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ଟ୍ରମ୍ପ । #NandighoshaTV

Nandighosha TV यांनी वर पोस्ट केले गुरुवार, ३० जुलै, २०२०

Leave a Reply

Your email address will not be published. Required fields are marked *

Close Bitnami banner