ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍

ଭୁବନେଶ୍ୱର : ରାଜଧାନୀରେ ଟାଟା ଗ୍ରୁପ୍ ଅଧ୍ୟକ୍ଷ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟାଟା ଗ୍ରୁପର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍। ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ଚନ୍ଦ୍ରଶେଖରନ୍ । ଶେଷଥର ପାଇଁ ୨୦୧୮ରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା ।

ଆଜି ସନ୍ଧ୍ୟାରେ ୩୦ଜଣ ଯୁବ ମହାକାଶ ବିଜ୍ଞାନୀଙ୍କୁ ସମ୍ମାନ ପ୍ରଦାନ କରାଯିବ । ଏହି ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply